• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

cbk mohanty
କରୋନା ମୃତ୍ୟୁ ସଂଖ୍ୟା କାହିଁକି ବଢୁଛି ? କାରଣ କହିଲେ DMET

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହି ଯାଇଛି। ଏହା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଡିଏମ୍ଇଟିଙ୍କ ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢୁ ନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା…

Tokyo 2020
ଏଥର ବାତିଲ୍‌ ହୋଇଯିବ କି ଟୋକିଓ ଅଲିମ୍ପିକ୍ସ?

ବାତିଲ ହେବ କି ଟୋକିଓ ଅଲିମ୍ପିକ୍ସ? ଜାପାନରେ କରୋନା ସଂକ୍ରମଣର ଚତୁର୍ଥ ଲହର ଉଗ୍ର ରୂପ ଧାରଣ କରିଥିବା ବେଳେ ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ରଖିବାକୁ ଦାବି ଜୋର ଧରିଛି ଦେଶର ୬୦ ପ୍ରତିଶତ ଲୋକ କ୍ରୀଡ଼ା ବାତିଲ ସପକ୍ଷରେ ମତ ଦେଇଥିବା ବେଳେ, ୮୦ ପ୍ରତିଶତ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯିବା ଦରକାର ବୋଲି କହିଛନ୍ତି

2
ଝିଅକୁ ଚେନ୍‌ରେ ବାନ୍ଧି ରଖୁଥିଲେ ବାପା; ପୁଷ୍ଟିହୀନତାର ଶିକାର ହୋଇ ଚାଲିଗଲା ଜୀବନ

ଦମିଶ୍କ : ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା, ଯାହାକୁ ଶୁଣିବା ମାତ୍ରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଏହି ଘଟଣାଟି ଘିଟିଛି ସିରିଆର ଏକ ଶରଣାର୍ଥୀ ଶିବିରରେ। ବାପାର ପିଲା ପ୍ରତି ଅବହେଳା ଓ ଅକଥନୀୟ ନିର୍ଯାତନା…

corona vaccine
ଦୁଇଟି ଭିନ୍ନ ପ୍ରକାରର କୋଭିଡ-୧୯ ଟିକା ନେବା ସୁରକ୍ଷିତ କି? ଦେଶରେ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍ ଦେବାକୁ ଦେଶରେ ଜୋରସୋରରେ ଚାଲିଛି ଟିକା ଉତ୍ପାଦନ ଓ ଟିକାକକରଣ ଅଭିଯାନ । ଏବେ ୩ଟି ଟିକା ପ୍ରଚଳନ ଥିବା ବେଳେ, ଆଗକୁ ଆ ହୁରି ଅନେକ ପ୍ରକାର ନୂଆ ଟିକା ଏହି ଅଭିଯାନରେ ସାମିଲ…

shiv kumar
କର୍ଣ୍ଣାଟକରେ ଲକଡାଉନ୍ ପାଇଁ କ୍ଷତିରେ କୃଷକ : ସହାୟତା ପ୍ୟାକେଜ୍ ଦାବି କଲା କଂଗ୍ରେସ

ଧାରୱାଡ଼ : କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ଅନେକ ରାଜ୍ୟ ତାଲାବନ୍ଦରେ ଅଛନ୍ତି । ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚାଷୀ ଭାଇ କ୍ଷତିରେ ପଡ଼ିଛନ୍ତି ।  ସଂକ୍ରମଣରେ ଚାଷୀ ଭାଇଙ୍କ ସୁବିଧା ପାଇଁ କର୍ଣ୍ଣାଟକରେ…

corona
କରୋନାର ନାମକରଣ କଲା WHO: ଭାରତ ଷ୍ଟ୍ରେନର ନାଁ ରଖିଲା କପ୍ପା ଓ ଡେଲ୍ଟା

ନୂଆଦିଲ୍ଲୀ: ବିଶ୍ୱରେ ସବୁରି ପାଖରେ ପରିଚିତ ନାମ ‘କରୋନା ଭାଇରସ’। ବିଭିନ୍ନ ଭାରିଏଣ୍ଟ  ଅନୁସାରେ ଏହାର ବିଭିନ୍ନ ନାମ ରଖାଯାଇଥିଲା ।  ଏବେ ଏହି ଭାଇରସର ନୂଆ ନାମକରଣ କରିଛି WHO। ପ୍ରଥମେ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟର ନାମକରଣ ସେହି…

Corona
କରୋନା ରୋଗୀଙ୍କୁ ଏମାନେ ଦେଉଛନ୍ତି ରନ୍ଧା ଖାଦ୍ୟ

ମହାମାରୀ କରୋନା କୋପରେ ସବୁଠି ଭୟର ବାତାବରଣ। ଏଭଳି ପରିସ୍ଥିତିରେ ଡାକ୍ତର, ନର୍ସ, ସାମ୍ବାଦିକ, ପୋଲିସଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ରୀତିମତ ଲଢ଼େଇ କରି ଆସୁଛନ୍ତି।

ଗୁଗୁଲ୍‌ର ନୂଆ ନିୟମ; ଷ୍ଟୋରେଜ୍ ପାଇଁ ପଡିବ ଟଙ୍କା

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ବଡ ଖବର। ଗୁଗୁଲ୍ ଫଟୋରେ ଅସୀମିତ ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ଜୁନ୍ ୧ ଅର୍ଥାତ ଆଜିଠାରୁ ଶେଷ ହେଉଛି। ଗୁଗୁଲ ଗତ ବର୍ଷ ଘୋଷଣା କରିଥିଲା ​​ଯେ ଏହା ବର୍ତ୍ତମାନ ଫଟୋ ଡ୍ରାଇଭକୁ ମନିଟାଇଜିଂ କରୁଛି…

Alapan Bandyopadhyay
ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ମମତାଙ୍କ ମୁଖ୍ୟ ପରାମର୍ଶଦାତା ହେଲେ ଆଲାପନ ବନ୍ଦୋପାଧ୍ୟାୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ବୈଠକରେ ସେ…

Monsoon
ଦୁଇ ଦିନ ପରେ କେରଳରେ ପ୍ରବେଶ କରିବ ମୌସୁମୀ, ଓଡ଼ିଶାକୁ ନେଇ ବଡ଼ ସୂଚନା ଦେଲା IMD

ଆଉ ଦୁଇ ଦିନ ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି

job
ଜନତାଙ୍କ ଅଣ୍ଟା ଭାଙ୍ଗିଦେଲା ଦ୍ୱିତୀୟ ଲହରୀ : ରୋଜଗାର ହରାଇଲେ ଏକ କୋଟିରୁ ଅଧିକ ଲୋକ

ସାଧାରଣ ଲୋକଙ୍କ ପାଇଁ କାଳ ସାଜିଲା ମହାମାରୀ । ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗିଦେଲା ଭାଇରସ୍ । ତାଜା ତଥ୍ୟ ଅନୁସାରେ କରୋନାର ଦ୍ୱିତୀୟ ଲହରୀ ପାଇଁ ଦେଶର ପାଖାପାଖି ଏକ କୋଟିରୁ ଅଧିକ ଲୋକ ବେକାର ହୋଇଯାଇଛନ୍ତି । ସେହିପରି…

sbi
୩୦ ଜୁନ୍‌ ମଧ୍ୟରେ ଏହି କାମ ନକଲେ ବ୍ୟାଙ୍କ୍‌ର କୌଣସି ସୁବିଧା ଆପଣ ପାଇବେ ନାହିଁ

ଆପଣ ଏସବିଆରରେ ଆକାଉଂଟ୍‌ ରଖିଛନ୍ତି କି? ଯଦି ହଁ ତେବେ, ଏହି ସୂଚନା ଆପଣଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନଚେତ୍‌ ଆପଣଙ୍କ ଆକାଉଂଟ୍‌ ବନ୍ଦ ହୋଇପାରେ। ବ୍ୟାଙ୍କ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆପଣ ଯଦି ଜୁନ୍‌  ୩୦ ସୁଦ୍ଧା ନିଜର ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ୍‌ ନକରାଇବେ ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

corona
ଦେଶରେ ସଂକ୍ରମଣ କମୁଛି: ସେପଟେ, ଦିନକରେ ୨,୭୯୫ ମୃତ

ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍। ଦେଶରେ ୨୪ ଘଣ୍ଟାରେ ପୁଣି ୨ ହଜାର ୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫କୁ ବୃଦ୍ଧି ପାଇଛି। ଦେଶରେ ଆଜି ଆଉ ୧ ଲକ୍ଷ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

WINE
ରାଜଧାନୀରେ ଘରେ ବସି ମଦ ଅର୍ଡର କରିପାରିବେ ଗ୍ରାହକ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ମଦର ହୋମ ଡେଲିଭରିକୁ ଅନୁମତି । ମୋବାଇଲ ଆପ୍ କିମ୍ବା ଅନଲାଇନ ୱେବ୍ ପୋର୍ଟାଲ ମାଧ୍ୟମରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି କେଜ୍ରିୱାଲ ସରକାର । ଏହା ପୂର୍ବରୁ ଛତିଶଗଡ଼ ସରକାର ମଦର…

naxel
୧୧ ବର୍ଷ ଧରି ବନ୍ଧୁକ ମୁନରେ ଶାସନ କରୁଥିଲେ,ଏବେ ଲୋକଙ୍କ ସେବାରେ..

ହାଇଦ୍ରାବାଦ୍‌: ଦିନେ ବନ୍ଧୁକ, ଲାଲ ପତାକା ଥିଲା ତାଙ୍କର ପରିଚୟ। ହେଲେ ଏବେ ସେ ଜନ ପ୍ରତିନିଧି।  ଜନତାଙ୍କ ସୁଖ ଦୁଃଖର ସାଥୀ। ଖାଲି ଯେ ତାଙ୍କର ପରିଚୟ ବଦଳିଛି ତା ନୁହେଁ,  କାମ ବି ବଦଳିଛି। ନକ୍ସଲଙ୍କ ସହ ୧୧…

BLACK FUNGUS
ଦେଶର ୨୬ ରାଜ୍ୟକୁ ବ୍ୟାପିଲା ବ୍ଲାକ୍ ଫଙ୍ଗସ୍ : ଚିକିତ୍ସିତ ହେଉଛନ୍ତି ୨୦ ହଜାର ରୋଗୀ

ନୂଆଦିଲ୍ଲୀ : ଭୟ ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ସହ ବ୍ଲାକ୍ ଫଙ୍ଗସ୍ ମଧ୍ୟ ବ୍ୟାପିବାରେ ଲାଗିଛି । ମସ୍ତିଷ୍କକୁ ସିଧାସଳଖ ପ୍ରଭାବିତ କରୁଥିବା ଏହି ରୋଗ ବର୍ତ୍ତମାନ ଦେଶର ୨୬ ଟି ରାଜ୍ୟରେ ପହଞ୍ଚି…

ramdev
ବାବା ରାମଦେବଙ୍କ ବିରୋଧରେ ଆଜି କଳା ଦିବସ ପାଳନ କରୁଛନ୍ତି ଡାକ୍ତର

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଆଜି ସାରା ଦେଶରେ କଳା ଦିବସ ପାଳନ କରୁଛନ୍ତି ଡାକ୍ତର । ବାବା ରାମଦେବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ…

corona death
ସଂକ୍ରମଣ ସଂଖ୍ୟା କମୁଛି ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନାହିଁ ବ୍ରେକ୍‌: ଜାଣନ୍ତୁ କେଉଁ ରାଜ୍ୟରେ କେତେ ମୁଣ୍ଡ ନେଲାଣି ମହାମାରୀ...

ଟେନ୍‌ସନ୍‌ ଦେଉଛି କରୋନା। ଦେଶରେ ସଂକ୍ରମଣର ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନା ନେଉନାହିଁ। ଗତ ୪ ଦିନ ହେବ ଦେଶରେ ୨ ଲକ୍ଷ ମଧ୍ୟରେ ରହୁଛି ସଂକ୍ରମଣ। ଆଉ ଲଗାତାର ୧୮ ଦିନ ହେବ ସଂକ୍ରମଣ କମିବାରେ ଲାଗିଛି।

firojabad
୨୪ ଘଣ୍ଟାରେ ଆଖି ବୁଜିଲେ ୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଛି କରୋନା ଦୈନିକ ମୃତ୍ୟୁ ହାର। ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ରୋକ ଲାଗି ପାରୁନି।  ଆଜି ରାଜ୍ୟରେ ପୁଣି ବଢିଛି କରୋନା ମୃତ୍ୟୁ ସଂଖ୍ୟା । ଗତକାଲି ୩୫ ଜଣ କରୋନା ରୋଗୀ…

lockdown
ଆଜିଠୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ; ଆହୁରି କଡ଼ାକଡ଼ି ହେଲା ଯାଞ୍ଚ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍‌ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍‌ଡାଉନକୁ ବଢ଼ାଯାଇଛି। ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର,…

supreme court
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: କହିଲେ, ସରକାରଙ୍କୁ ସମାଲୋଚନାର ଅର୍ଥ ନୁହେଁ ଦେଶ ଦ୍ରୋହ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। କହିଲେ, ସରକାରଙ୍କୁ ସମାଲୋଚନା କରିବା ଅର୍ଥ ନୁହେଁ ଦେଶଦ୍ରୋହ। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମର ସ୍ୱାଧୀନତା ପରିପ୍ରେକ୍ଷୀରେ ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି କୋର୍ଟ