ଭୁବନେଶ୍ୱର: ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮ ।…
ଭୁବନେଶ୍ୱର: କେତେବେଳେ ଘର ମାଲିକଙ୍କ ବିରୋଧରେ ଘରେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ଜୁଲୁମ ଅଭିଯୋଗ, ତ ଆଉ କେତେବେଳେ ଭଡ଼ାଟିଆ ଦାଦାଗିରି କରୁଥିବା ନେଇ ଘର ମାଲିକଙ୍କ ଆପତ୍ତି। ଏଭଳି ଅନେକ ବିବାଦ ବିଭିନ୍ନ ସମୟରେ ଉଗ୍ର ରୂପ ଧାରଣ କରିଛି…
ନୂଆଦିଲ୍ଲୀ : ପୂରଣ ହେବ କି ଭ୍ୟାକ୍ସିନର ଅଭାବ ? କରୋନା ସଙ୍କଟ ମଧ୍ୟରେ ଆମେରିକାରୁ ଭାରତକୁ ଆସିଲା କଲ୍ । ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନରେ ଫୋନରେ କଥାବାର୍ତ୍ତା ହୋଇଛନ୍ତି ।…
ନେପାଳର ନୂଆ ଭାରିଏଣ୍ଟ୍ ପାଇଁ ଆତଙ୍କରେ ୟୁରୋପ । ନୂଆ ଭାରିଏଣ୍ଟ୍ ସାମ୍ନାରେ ଟିକାକରଣ ପ୍ରଭାବଶୂନ୍ୟ ହୋଇପଡ଼ିଛି । ବିଶ୍ୱର ଅନେକ ଦେଶରେ ତଥା ବିଭିନ୍ନ ଅଞ୍ଚଳରେ କରୋନାର ନୂଆ ନୂଆ ଭାରିଏଣ୍ଟ୍ ଚିହ୍ନଟ ହେଉଛି, ଯାହା ତୀବ୍ର ବଗେରେ ବ୍ୟାପିବା…
ପୁରୀ: ସରିଲା ଭଉଁରୀ, ଆସୁଛି ସ୍ନାନ ପୂର୍ଣ୍ଣମୀ । ଏଠି ପ୍ରଶ୍ନ କରୋନା କହର ଲାଗି ରହିଥିବାବେଳେ କଣ ଏଥର ବି ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଘୋଷ ଯାତ୍ରାରେ ବି ରଥ ଉପରେ ସିଧାସଳଖ ସାନିଧ୍ୟ ପାଇବେନି…
ଭୁବନେଶ୍ୱର: ଭୁବନେଶ୍ୱର ଡେଲଟା ଛକରୁ ଯୁବକଙ୍କୁ ଅପହରଣ ଘଟଣାରେ ଆସିଲା ଟ୍ୱିଷ୍ଟ । ଏହା ଅପହରଣ ନୁହେଁ କହିଲେ ଡିସିପି । ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିଲେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି । ତେବେ…
ବଲାଙ୍ଗିର: ମାନବ ସମାଜକୁ ଦାରୁଣ ଦୁଃଖ ଦେଇ କଲବଲ କରୁଛି କରୋନା । ଅଦିନରେ ସଂକ୍ରମିିତ ହୋଇ ଚାଲିଯାଉଛି ସୁସ୍ଥ ସବଳ ମଣିଷଙ୍କ ଜୀବନ । ମହାମାରୀରେ ମୃତ୍ୟୁ ଯୋଗୁଁ, ଚାରିକାନ୍ଧ ବଦଳରେ ସରକାରୀ ଗାଡି ସାଜିଛି ସାହାରା । ସରକାରୀ…
ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରୁ ଯୁବକଙ୍କୁ କାରରେ ଉଠାଇ ନେଲେ ଦୁର୍ବତ୍ତ । ଲୋକଙ୍କୁ ଭୟଭୀତ କରି ପୁରା ଫିଲ୍ମ ଷ୍ଟାଇଲରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି ସମସ୍ତେ । ଆଜି ଅପରାହ୍ଣରେ ଭୁବନେଶ୍ୱର ଡେଲଟା ଛକରୁ ଏକ କାରରେ ଜଣେ ଯୁବକଙ୍କୁ କିଛି…
ରାୟଗଡ଼ା: ଓଡ଼ିଆରେ ଗୋଟିଏ କଥା ରହିଛି ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ । ଆଉ ଘରଣୀ ଯଦି ପ୍ରକୃତି ପ୍ରେମରେ ପଡ଼ନ୍ତି, ତେବେ ସେ ଘର ଆଉ ତା ଆଖ ପାଖ ପରିବେଶ ବି ସୁନ୍ଦର ସବୁଜ ବନାନୀ ହୋଇଉଠେ ।…
ନୂଆଦିଲ୍ଲୀ: କେମିତି ହେବ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ । ଦୁଇ ସପ୍ତାହ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ନେଇ ବିସ୍ତୃତ ତଥ୍ୟ ରଖିବାକୁ ସିବିଏସଇ ଓ ଆଇସିଏସଇକୁ କହିଛନ୍ତି ସୁପ୍ରିମକୋର୍ଟ । ପରୀକ୍ଷା ବାତିଲ ନିଷ୍ପତ୍ତିକୁ କୋର୍ଟ ସ୍ୱାଗତ କରିଛନ୍ତି । ତେବେ…
ନୂଆଦିଲ୍ଲୀ: ଋଷୀୟ କୋରୋନା ଟିକା ସ୍ଫୁଟନିକ ଭି ଉତ୍ପାଦନ କରିବାକୁ ଆଗ୍ରହୀ ସେରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଏହାକୁ ନେଇ ସେରମ୍ ତରଫରୁ ଡିସିଜିଆଇଙ୍କ ଅନୁମତି ଲୋଡ଼ାଯାଇଛି । ସୂଚନା ଅନୁଯାୟୀ, ସେରମ୍ ତରଫରୁ ଭାରତରେ ସ୍ପୁଟନିକ ଭି ଟିକା…
ବାସ୍ତୁଶାସ୍ତ୍ର ଅନୁଯାୟୀ, ବାଉଁଶ ଉଦ୍ଭିଦ ଜୀବନରେ ସକରାତ୍ମକତା ଏବଂ ସୁଖ-ସମୃଦ୍ଧି ଆଣିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ବାଉଁଶ ଉଦ୍ଭିଦ ଘରେ କିମ୍ବା ଅଫିସରେ ରଖିଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ…
ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ…
ସୋନପୁର : ଭୁଲ ଇଞ୍ଜେକସନ୍ ଯୋଗୁଁ ୫ ବର୍ଷୀୟ ଶିଶୁର ମୃତ୍ୟୁ ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଗାଁରେ। ଗାଁର ପିଣ୍ଟୁ ଜଗଦଲାଙ୍କ ପୁଅ ଚନ୍ଦନଙ୍କୁ କୋଟସମଲାଇ ମେଡିକାଲର ଫାର୍ମାସିଷ୍ଟ ଏକ ଇଞ୍ଜେକସନ୍ ଦେଇଥିଲେ ।…
ଭୁବନେଶ୍ୱର: ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ…
ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ…
ଭୁବନେଶ୍ୱର : କୋଭିଡ୍ ସଂକଟ ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନେକ ହିତାଧିକାରୀ ମଧ୍ୟ ସହଯୋଗର ହାତ ବଢାଉଥିବା ଦେଖାଯାଏ। ଏହିକ୍ରମରେ କୋଭିଡ୍ ମହାମାରୀରରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍…
ଆର୍ତ୍ତତ୍ରାଣ ପ୍ରଧାନ(ନୟାଗଡ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କର ଓ ଭକ୍ତଙ୍କ ଭିତରେ ସମ୍ପର୍କ ଅବର୍ଣ୍ଣନୀୟ। କିଛି ଏହିଭଳି ଭାବାବେଗ ଦେଖିବାକୁ ମିଳିଛି ନୟାଗଡର ଜଣେ ୧୫ ବର୍ଷୀୟ ଭକ୍ତଙ୍କ ଭିତରେ। ଛୋଟ ବୟସରୁ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି । ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ଗୁରୁବାର ଏକ…
ମୁମ୍ବାଇ: ବଲିଉଡ ରୋମାନ୍ସ କିଙ୍ଗ୍ ଶାହରୁଖ ଖାନଙ୍କ ଗେଲ୍ହା ଝିଅ ସୁହାନା ଖାନ ଆଜିକାଲି ବିଦେଶରେ ରହୁଛନ୍ତି ସତ କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଜଡିତ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ସୁନ୍ଦର ଫଟୋଗୁଡ଼ିକ…
ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ ସଂଖ୍ୟା । ଦିନକୁ ଦିନ ସୁଧୁରୁଛି ସ୍ଥିତି । ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକରେ ଥିଲା । ତା’ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା…
ନୂଆଦିଲ୍ଲୀ: ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇପାରିବ ନାହିଁ କି ସେମାନଙ୍କୁ ଏହାର ଆଳରେ ଗିରଫ କରାଯାଇପାରିବ ନାହିଁ। କେଦାର ନାଥ ସିଂହ ଜଜମେଣ୍ଟ ଆଧାରରେ ସମସ୍ତ ସାମ୍ବାଦିକଙ୍କୁ ଏହି ସୁରକ୍ଷା ମିଳିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।…