• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

govt office
ପୂର୍ଣ୍ଣ କ୍ଷମତାରେ ଚାଲିବ ସମସ୍ତ ସରକାରୀ ଅଫିସ୍

ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍‌। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍‌ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

photo
କେନ୍ଦୁଝରରେ କାଶ୍ମୀରର ଭ୍ରମ

କେନ୍ଦୁଝର : କେନ୍ଦୁଝରରେ କାଶ୍ମୀରର ଭ୍ରମ। ପ୍ରବଳ କୁଆପଥର ମାଡ ହେବା ପରେ ଆଜି କେନ୍ଦୁଝର ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର ସହରର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ହୋଇଥିଲା। ବର୍ଷା ସାଙ୍ଗକୁ କୁଆପଥର ମାଡ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏପରିକି ଲୋକଙ୍କ ଛପର ମଧ୍ୟ ଉଡାଇଦେବା ସହ ଗଛ ମଧ୍ୟ ଭାଙ୍ଗିଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଏହି ବର୍ଷା ସାଙ୍ଗକୁ […]

usasi misra
ଚୁଟି ଝିଙ୍କି ଉଷସୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ଼ ମରାଯିବା ଘଟଣାର ଭିଡିଓ ପଦାକୁ ଆସିଛି। ଗଣ୍ଡଗୋଳ ବେଳେ କେହି ବ୍ୟକ୍ତି ଏହାକୁ ମୋବାଇଲ୍ ସୁଟିଂ କରି ମେସେଜ୍ ଆକାରରେ ବିଭିନ୍ନ ଗ୍ରୁପ୍‌କୁ ପଠାଇଥିବା ଜଣାପଡ଼ିଛି। ଗତ ରାତିରେ ଅନୁଗୋଳ ଜିଲା କଣିହାଁ ନିକଟ ଡେରଙ୍ଗରେ ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଉଷସୀଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଥିବା ସେ କଣିହାଁ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ତନାଘନା ଚଳାଇଥିବା ବେଳେ ଏହି ଭିଡିଓରେ ଉଷସୀଙ୍କ […]