ପୁରୀ (ମଧୁସୂଦନ ମିଶ୍ର) : ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାରଙ୍କ ଘୋଷଣା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଏଥିଯୋଗୁ ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଏହାପରେ ସମୁଦ୍ର ସମ୍ମୁଖରେ ଥିବା ବଳିଆପଣ୍ଡାର ୧ ଏକର ୫୩ ଡିସିମିଲ୍ ଜମିରେ ହୋଇଥିବା ‘ଯାତ୍ରିକା’ ନାମକ ଗେଷ୍ଟ ହାଉସ୍କୁ ପୁରୀ ପୌର ପରିଷଦ ଓ ଜିଲ୍ଲା […]