• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

snake
ଠାକୁର ଘରୁ ଉଦ୍ଧାର ହେଲା ନାଗସାପ

କଟକ/ପାରାଦୀପ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ସାପ ଛୁଆ। ଆଜି ବି ପୁଣି ୨ଟି ସ୍ଥାନରେ ସାପ ଉଦ୍ଧାର ହୋଇଛି। କଟକ ସାଲେପୁରର ମାହାଙ୍ଗା ବ୍ଲକ ଅନ୍ତର୍ଗତ କାଳିଅଣ୍ଟି ଗାଁରେ ଥିବା ଭାଗବତ ଗାଦି ଠାକୁର ଘରୁ ୩ଟି ନାଗସାପ ଉଦ୍ଧାର କରାଯାଇଛି। ଅଧିକ ସାପ ସନ୍ଦେହରେ ସ୍ନେକ୍ ହେଲ୍ପ ଲାଇନର ସହାୟତା ଲୋଡ଼ାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକର ମଙ୍ଗରାଜପୁର ପାଇକସାହିରେ ସିନ୍ଧୁ ରାଉତଙ୍କ ଘରୁ ୭ଟି ସାପଛୁଆ ଉଦ୍ଧାର ହୋଇଛି। […]

  • Monday, 19 July 2021
amitabh
ଜାଣିଛନ୍ତି କେଉଁ ପରିସ୍ଥିତିରେ ସୁଟିଂ ହୋଇଥିଲା ‘ପାନ୍‌ ବନାରସ ୱାଲା’ ଗୀତ?

ନୂଆଦିଲ୍ଲୀ: ଆପଣେ ଦେଖିଛନ୍ତି କି ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପପୁଲାର୍‌ ଫିଲ୍ମ ‘ଡନ୍‌’? ତେବେ ନିଶ୍ଚୟ ଶୁଣିଥିବେ ଫିଲ୍ମର ସବୁଠାରୁ ହିଟ୍‌ ହୋଇଥିବା ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’। ଗୀତଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ଏବେବି ଲୋକଙ୍କ ମନରେ ଏହା ରହିଛି। ଆଜିବି ଲୋକମାନେ ଏହି ଗୀତକୁ ମନେ ମନେ ଗୁଣୁଗୁଣୁ କରି ଗାଆନ୍ତି। ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’ କୁ ନେଇ ଏକ ରାଜ୍‌ ଖୋଲିଛି। ଏହି […]

  • Monday, 19 July 2021
pratidina 7pm
ସନ୍ଧ୍ୟା ୭ଟା ବେଳର ମୁଖ୍ୟ ଖବର

https://youtu.be/c3ndG2RxOrw

  • Monday, 19 July 2021
Mo Cycles End Up On Garbage Heap
ଖତ ଖାଉଛି 'ମୋ ସାଇକେଲ'

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି ।

snake rescued
ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ

ଭଦ୍ରକ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ। ଭଦ୍ରକ ଧାମନଗର ପାଇକ ସାହିରୁ ପୁଣି ଥରେ ନାଗ ସାପ ଉଦ୍ଧାର ହୋଇଛି । ଗତକାଲି ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରୁ ଏକାଧିକ ନାଗ ସାପ ଉଦ୍ଧାର ହୋଇଥିବାବେଳେ ଆଜି ପୁଣି ୩ଟି ନାଗ ସାପ ଉଦ୍ଧାର ହୋଇଛି। ଏହାସହ ଘର ନିକଟରେ ଥିବା ଉଈ ହୁଙ୍କାକୁ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ଭାଙ୍ଗିଛନ୍ତି । ଗତ ତିନି ଦିନ ଧରି ବିଜୟ […]

  • Monday, 19 July 2021