• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

TITO 2
ଖୋଲୁଛି ଟିଟୋ ସାମ୍ରାଜ୍ୟର ବଡ଼ ଗୁମର

ଭୁବନେଶ୍ୱର: ଫିଟୁଛି ଟିଟୋର କଳା ସାମ୍ରାଜ୍ୟର ଗୁମର। କାହିଁ କେତେ ଜାଗାକୁ ଲମ୍ବିଛି ଟିଟୋର ଚେର। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ସୋରୁମ, ସବୁ ବ୍ୟବସାୟରେ ହାତ ମାରିଛି ଟିଟୋ। ଖାଲି ସେତିକି ନୁହେଁ ଟିଟୋର ରାଜ୍ୟ ବାହାରେ ରହିଛି ଏକାଧିକ ହୋଟେଲ୍ ସାଙ୍ଗକୁ ଜାଗୁଆର ଓ ଅଡି ଭଳି ଦାମୀ କାର୍। ଗ୍ୟାଙ୍ଗଷ୍ଟର ଟିଟୋର ବିଶାଳ ସମ୍ରାଜ୍ୟର ସନ୍ଧାନ ପାଇବା ପରେ ଏବେ ସମ୍ପତ୍ତି ଆଟାଚ୍ ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍। ୟା […]

  • Monday, 19 July 2021
vlcsnap-error723
କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେବ ହଜାରେ କୋଟି

ଭୁବନେଶ୍ୱର: କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖର୍ଚ୍ଚ ହେବ ୧ହଜାର କୋଟି ଟଙ୍କା। ଆଜି ସଚିବାଳୟରେ ଟାଟା ଟ୍ରଷ୍ଟ ସହ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ବୈଠକରେ ତ୍ରିସ୍ତରୀୟ ପଦକ୍ଷେପ ନେଇ ଆଲୋଚନା ହୋଇଛି । ଆଲୋଚନାରୁ ଯାହା ନିଷ୍କର୍ସ ମିଳିଛି ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲର ସହ ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ କରାଯିବ। ଆଗାମୀ ୫ ବର୍ଷରେ ୧ […]

  • Monday, 19 July 2021
representational image
ମୁଖ୍ୟମନ୍ତ୍ରୀ ଆଗ, ଆମ୍ବୁଲାନ୍ସ ପଛ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ।  ଭୁବନେଶ୍ୱର ବିଜେଡ଼ି କାର୍ଯ୍ୟାଳୟ ସାମ୍ନାରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଥିଲା।  ଚାରି ଦିଗରୁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ଟ୍ରାଫିକ ପୋଲିସ।  ଫରେଷ୍ଟପାର୍କରୁ ଏଜି ଯାଏ ଗାଡ଼ିମୋଟର ଜାମ୍ ହୋଇଯାଇଥିଲା। ସେହି ଜାମ୍‌ରେ ଗୁରୁତର ରୋଗୀଙ୍କୁ ନେଉଥିବା ଏକ ଆମ୍ବୁଲାନ୍ସ ଫସି ଯାଇଥିଲା। ହେଲେ ଟ୍ରାଫିକ ଗାଡିଗୁଡିକ ଛାଡି ନ ଥିଲା  ଫଳରେ ପ୍ରାୟ ୫ […]

  • Monday, 19 July 2021
horosope today
ଆଜିର ରାଶିଫଳ

  • Monday, 19 July 2021
IMG-20180708-WA0136
ଭଦ୍ରକ: ପୁଣି ନାଗ ସାପ ଉଦ୍ଧାର

ଭଦ୍ରକ: ଗୋଟିକ ପରେ ଗୋଟିଏ ଜାଗାରୁ ଉଦ୍ଧାର ହେଉଛନ୍ତି ନାଗ । ଏଥର ଭଦ୍ରକ କଲେଇ ପଞ୍ଚାୟତ ବିଭୁତିପୁର ଗାଁରୁ ସାପ ଉଦ୍ଧାର ହୋଇଛି । ଗାଁର ଜଣଙ୍କ ଘରେ ନାଗ ସାପ ଛୁଅାକୁ ଦେଖି ପରିବାର ଲୋକ ଡରି ଯାଇଥିଲେ । ଏହା ପରେ ପରିବାର ଲୋକ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ଅାସି ଘରୁ ୨୧ଟି ନାଗ ସାପ ଛୁଅା ସହ ୨୯ଟି ସାପ ଅଣ୍ଡା ଓ ୩ଟି […]

  • Monday, 19 July 2021
vlcsnap-error153
ଅଣହିନ୍ଦୁଙ୍କ ପ୍ରବେଶକୁ ଅାମେ ବିରୋଧ କରୁଛୁ, କରିବୁ: ଛତିଶା ନିଯୋଗ

ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ଅାମେ ବିରୋଧ କରୁଛୁ, କରିବୁ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅାଭିମୁଖ୍ୟକୁ ସ୍ପଷ୍ଟ କରି ଏହା କହିଛି ଛତିଶା ନିଯୋଗ । ବଂଶାନୁକ୍ରମ ସେବାୟତ ବ୍ୟବସ୍ଥା ଉଚ୍ଛେଦ ଭଳି ସମସ୍ତ ବିଷୟରେ ସୁପ୍ରିମକୋର୍ଟ କେବଳ ମାତ୍ର ପ୍ରସ୍ତାବ ଦେଇଛନ୍ତି, ତା ଉପରେ କୋର୍ଟରେ ପକ୍ଷ ରଖାଯିବ ବୋଲି ସେବାୟତ କହିଛନ୍ତି । ସେପଟେ ଶୃଙ୍ଖଳିତ ଦର୍ଶନକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବାର ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ ବୋଲି […]

  • Monday, 19 July 2021
snake.
ଡାକ୍ତରଖାନାରେ ୧୦ ଫୁଟିଆ ବିଷଧର

ବାରିପଦା: ଡାକ୍ତରଖାନାରେ ସାପ।  ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ସାପକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ପାଖାପାଖି ୧୦ ଫୁଟ୍‌। ଗତକାଲି ସନ୍ଧ୍ୟାବେଳେ ଡାକ୍ତରଖାନାର ଆଉଟ୍‌ ଡୋର୍‌ରେ ଏକ ଏସି ପଛପଟେ ଲୁଚିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏନେଇ ସାପ ଧରାଳିକୁ ଖବର ଦିଆଯାଇଥିଲା। ସାପ ଧରାଳି ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଏହା ଏକ ବିଷଧର ସାପ ବୋଲି […]

  • Monday, 19 July 2021
pratidina 7pm
ସନ୍ଧ୍ୟା ୭ଟା ବେଳର ମୁଖ୍ୟ ଖବର

https://youtu.be/dqFKN235Pjg

  • Monday, 19 July 2021
cold
ଅସମ୍ଭାଳ ଶୀତ

  • Monday, 19 July 2021