• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

bomb
ବୋମା ମାଡ଼ରେ ଥରିଲା କାମାକ୍ଷାନଗର କଲେଜ କ୍ୟାମ୍ପସ

କାମାକ୍ଷାନଗର  : ବୋମା ମାଡ଼ରେ ଥରିଲା କଲେଜ କ୍ୟାମ୍ପସ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ବୋମା ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣେ ଛାତ୍ରଙ୍କ ସମେତ ଜଣେ ଅଣଛାତ୍ର ମଧ୍ୟ ଗୁରୁତର ଅାହତ ହୋଇଛନ୍ତି। ଅାହତମାନେ ହେଲେ ସଂଗ୍ରାମ ନାୟକ ଓ ସଂଜୀବ ନାୟକ। ଅାଜି ଦିନ ୧୧ଟା ବେଳେ ସଂଗ୍ରାମଙ୍କୁ କଲେଜ ଛାଡିବାକୁ ଅାସିଥିଲେ ଅଣଛାତ୍ର ସଂଜୀବ। ଏହି ସମୟରେ ହଠାତ କଲେଜର ଜଣେ ଛାତ୍ର ଓ ୫ ଅଣଛାତ୍ର ସେମାନଙ୍କୁ ବୋମା ମାଡ଼ […]

  • Monday, 19 July 2021
nrc-odisha
କୁଅାଡ଼େ ଯିବେ ଅାସାମ ଏନ୍ଆର୍‌ସିରୁ ବାଦ୍ ପଡ଼ିଥିବା ବାଂଲାଦେଶୀ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଅାସାମ ବାଲାଂଦେଶୀ ଅନୁପ୍ରବେଶ ଅାଶଙ୍କା। ସମୁଦ୍ରପଥରେ ଗଳାବାଟ ଦେଇ ଚାଲିଅାସିପାରନ୍ତି ଅାସାମ ନାଗରିକ ପଞ୍ଚିକାରୁ ବାଦ୍ ପଡ଼ିଥିବା ଶରଣାର୍ଥୀ। କାରଣ ବାଲେଶ୍ୱରରୁ ନେଇ ଗଞ୍ଜାମ। ଓଡ଼ିଶାକୁ ଘେରିଛି ୪୭୬ କିଲୋମିଟର ସୁଦୀର୍ଘ ବେଳାଭୂମି। ଏଇ ବିଶାଳ ଉପକୂଳ ହିଁ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାକୁ ପ୍ରବେଶର ସହଜ ବାଟ ପାଲଟିଛି। ସେଦୃଷ୍ଟିରୁ ଅାସାମରୁ ଅନୁପ୍ରବେଶ ବି କଷ୍ଟସାଧ୍ୟ ନୁହେଁ। ସରକାରୀ ତଥ୍ୟ କହୁଛି ରାଜ୍ୟରେ ଏବେ ମାତ୍ର ୩ ହଜାର ୭ ଶହ ବାଂଲାଦେଶୀ […]

  • Monday, 19 July 2021
nit
ମଉଳିବାକୁ ବସିଛି ରାଉରକେଲାବାସୀଙ୍କ ମେଡିକାଲ୍ କଲେଜ ସ୍ୱପ୍ନ

ରାଉରକେଲା  : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ହଁ , କିନ୍ତୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନା। ଏହି ଦୁଇ ମନ୍ତ୍ରାଳୟର ନିୟମ ଜାଲରେ ଛନ୍ଦି ହୋଇ ମଉଳି ଯାଇଛି ରାଉରକେଲା NITରେ ମେଡିକାଲ୍ କଲେଜ ପ୍ରତିଷ୍ଠା ସ୍ୱପ୍ନ। ଗତ ଏପ୍ରିଲ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ NIT ନିର୍ଦ୍ଦେଶକଙ୍କୁ ଲେଖିଥିଲା ଚିଠି। ଯେଉଁଥିରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅାବଶ୍ୟକ ଅନୁମତି ନେବାକୁ ଜୁନ୍‌ ୧୫ରୁ ଜୁଲାଇ ୭ ମଧ୍ୟରେ MCI ଏବଂ […]

  • Monday, 19 July 2021
crab
ଘରେ ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା

ମାଟିହାଣ୍ତି ପ୍ରସ୍ତୁତ ଖାଦ୍ୟର ସ୍ୱାଦ ସବୁ ବେଳେ ନିଆରା। ଯୁଗ ଯେତେ ଆଗେଇଲେ ବି ମାଟି ହାଣ୍ଡିର ବିକଳ୍ପ ନାହିଁ। ପ୍ରେସର କୁକର୍‌ ଯୁଗରେ ଆଜି ବି ମାଟିହାଣ୍ଡିର ଚାହିଦା ରହିଛି। ବାହାର ତେଲ ମସଲାଯୁକ୍ତ ଖାଦ୍ୟ ବଦଳରେ ଘରେ ପ୍ରସ୍ତୁତ କରନ୍ତୁ ଓଡ଼ିଆ ପାରମ୍ପରିକ ଖାଦ୍ୟ। ଜାଣି ରଖନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ମାଟିହାଣ୍ଡି କଙ୍କଡ଼ା। ଆବଶ୍ୟକ ସାମଗ୍ରୀ- କଙ୍କଡ଼ା, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, କଟା ପିଆଜ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ବଟା […]

  • Monday, 19 July 2021
rice3
ଫିଙ୍ଗାଗଲା ଟନ୍ ଟନ୍ ଚାଉଳ

ସମ୍ବଲପୁର : ସମ୍ବଲପୁର ହୀରାକୁଦରେ ଫିଙ୍ଗାଗଲା ଟନ୍ ଟନ୍ ଚାଉଳ। ଏଠାରେ ଥିବା ଏକ ରାଇସ୍ ମିଲ୍‌ର ଚାଉଳ ଖରାପ ହୋଇଯାଇଥିବାରୁ ହୀରାକୁଦ ଲରପଙ୍କ ଅଞ୍ଚଳର ଏକ ଖୋଲା ପଡିଅାରେ ପକାଯାଉଛି ଏହି ଚାଉଳ। ବର୍ଷା ପାଣିରେ ଚାଉଳ ସବୁ ନଷ୍ଟ ହୋଇଯାଇଥିବାରୁ ତାକୁ ଫିଙ୍ଗାଯାଉଥିବା ନେଇ ଅନୁମାନ କରାଯାଉଛି। କଷ୍ଟମ ମିଲିଂ ପରେ ଏହା ଯୋଗାଣ ବିଭାଗକୁ ଫେରା ଯାଇଥାନ୍ତା। ତେବେ ଚାଉଳ ଖରାପ ହେବା ପରେ ଏହାକୁ ଠିକ୍  ଭାବରେ ନଷ୍ଟ  କରାନଯାଇ ଏଭଳି […]

  • Monday, 19 July 2021
A. Johnsel Raja
କଳାହାଣ୍ଡି ସର୍ଦ୍ଦାର ରାଜାସ ମେଡିକାଲ କଲେଜ ମୁଖ୍ୟ ଗିରଫ

କଳାହାଣ୍ଡି : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଘଟଣାରେ ମେଡିକାଲ କଲେଜ୍ ମୁଖ୍ୟ ଗିରଫ। କଲେଜ ମ୍ୟାନେଜିଂ ଟ୍ରଷ୍ଟି ଏ. ଜନ୍‌ସେଲ୍ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ତାଙ୍କୁ ତାମିଲନାଡ଼ୁ ନଗରକୋଏଲରୁ ଗିରଫ କରାଯାଇଛି । ଜନ୍‌ସେଲ ସେଲଭାମ ଏଜୁକେସନାଲ ଚାରିଟେବଲ ଟ୍ରଷ୍ଟ ମୁଖ୍ୟ ଥିଲେ। ଗିରଫ ପରେ ଜନ୍‌ସେଲ୍‌ଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅାଣୁଛି EOW । ୨୦୧୩ -୧୪ ଓ ୨୦୧୪-୧୫ […]

  • Monday, 19 July 2021