ଅନୁଗୁଳ: ଅପରେସନ ସୁନ୍ଦରୀର ତୃତୀୟ ପର୍ଯ୍ୟାୟ ଅଭିଯାନ। ବାଘୁଣୀ ସୁନ୍ଦରୀକୁ କାବୁ କରିବାକୁ ଜାରି ରହିଛି ପ୍ରୟାସ। ସାତକୋଶିଅା ଜଙ୍ଗଲର ବାଘମୁଣ୍ଡା ଗାଁ ପାଖ ପାହାଡ଼ ତଳ ବୁଦାରେ ବାଘୁଣୀ ଲୁଚିଥିବା ସୂଚନା ମିଳିଛି। ତାକୁ ଧରିବାକୁ ପାହାଡ଼ ତଳକୁ ଯାଇଛି ଏକ ଟିମ୍। ଟ୍ରାଙ୍କୁଲାଇଜ୍ ପାଇଁ ପାହାଡ଼ ଚାରିପଟେ ଅନ୍ୟ ଏକ ଟିମ୍ ସଜାଗ ଅଛି। କାଲି ଦୁଇ ଦୁଇଥର ସୁନ୍ଦରୀକୁ ଧରିବାର ଉଦ୍ୟମ ଫେଲ୍ ମାରିଥିଲା । ଟ୍ରାଙ୍କୁଲାଇଜ୍ ପାଇଁ ପାହାଡ଼ ଚାରି ପଟେ […]
ଭୁବନେଶ୍ୱର : ଇସ୍ପାତ କ୍ଷେତ୍ରରେ ନୂଅା ଅଧ୍ୟାୟ। ଏକାଦିନରେ ସ୍ୱାକ୍ଷର ହେଲା ୩୮ ଚୁକ୍ତିନାମା । ୩୯ ହଜାର ୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ। ଇସ୍ପାତ ଉତ୍ପାଦନ ପାଇଁ ଅାବଶ୍ୟକ ହେଉଥିବା ଯନ୍ତ୍ରାଂଶ ପାଇଁ ବିଦେଶୀ କମ୍ପାନୀଙ୍କ ଅାଗ୍ରହ । ମେକ୍-ଇନ୍-ଇଣ୍ଡିଅା ଅଭିଯାନକୁ ଅାଗକୁ ନେଇ ଭୁବନେଶ୍ୱରରେ ଚାଲିଛି ଇସ୍ପାତ କନକ୍ଲେଭ। ଯୋଗଦେଇଛନ୍ତି କେନ୍ଦ୍ରର ତିନି ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ । ଫୋକସରେ ଥିଲା ୨୦୧୭ର ଇସ୍ପାତ ନୀତି ଅନୁସାରେ ,୨୦୩୦ସୁଦ୍ଧା ଟାର୍ଗେଟ ଥିବା […]