• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଅାୟର ପ୍ରସଙ୍ଗରେ ସରକାରଙ୍କ ତତ୍ପରତା ନେଇ ବିରୋଧୀଙ୍କ ପ୍ରଶ୍ନ
ଅାୟର ପ୍ରସଙ୍ଗରେ ସରକାରଙ୍କ ତତ୍ପରତା ନେଇ ବିରୋଧୀଙ୍କ ପ୍ରଶ୍ନ

ଭୁବନେଶ୍ୱର : ବଢୁଛି ଅଭିଜିତ ଅାୟରଙ୍କ ଅଡୁଅା । ପ୍ରଥମେ ଗୃହ କମିଟିର ଜେରା। ପୁଣି ପୁଲିସର ଜେରା।  ତା ପରେ ଗିରଫ ଅାଉ ଜେଲ । ଏବେ ପୁଣି ଜେରା କରିବ କୋଣାର୍କ ପୁଲିସ। ଅାଜି ଏ ନେଇ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ। ଜାମିନ ନାମଞ୍ଜୁର ହେବା ପରେ ଅାୟର ଏବେ  ଝାରପଡ଼ା ଜେଲରେ। ତେବେ ଟୁଇଟରେ ଅଭିଜିତ କଣ ଲେଖିଥିଲେ ? କେଉଁ ମେଲ୍ ଅାଇଡିରେ ଅାକାଉଣ୍ଟ ଖୋଲିଥିଲେ । ସେ […]

  • Saturday, 03 July 2021
ମୃତଦେହ ଭାରତକୁ ଫେରାଇ ଅାଣିବାକୁ ଚିଠି ଲେଖିଲେ ବୈଜୟନ୍ତ
ମୃତଦେହ ଭାରତକୁ ଫେରାଇ ଅାଣିବାକୁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ୱର : ସାଉଦି ଅାରବରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଫେରାଇ ଅାଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଓଡ଼ିଆ ଶ୍ରମିକ ନରେନ୍ଦ୍ର ପଲେଇଙ୍କ ମୃତଦେହ ଭାରତକୁ ଫେରାଇ ଅାଣିବା ଲାଗି ବ୍ୟବସ୍ଥା କରିବାକୁ ବୈଜୟନ୍ତ ସାଉଦି ଅାରବରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଅହମ୍ମଦ ଜାଭେଦଙ୍କୁ ଚିଠି ଲେଖିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଅାୟତପୁର ପଂଚାୟତର ଗୋପୀନାଥ ପ୍ରସାଦ ଗାଁର ନରେନ୍ଦ୍ର ପଲେଇ ଦୀର୍ଘ ଅାଠ ବର୍ଷ […]

  • Saturday, 03 July 2021
ଅାଳିରେ ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ ଅଭିଯୋଗ
ଅାଳିରେ ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ ଅଭିଯୋଗ

ଅାଳି : ଅାଳିରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଭାଷଣ ଦେବାରୁ ଅାକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅାକ୍ରମଣ ସହ ବେକ ଧରି ଘୋଷାଡ଼ି ଥିବା ଅଭିଯୋଗ କରିଛନ୍ତି ଖାରବେଳ। ସଭାରୁ ନଗଲେ ହାଣିଦେବାକୁ ଧମକ ଦେଇଥିବା ମଧ୍ୟ କହିଛନ୍ତି  ଖାରବେଳ । ସଭାରେ ସଭାପତିତ୍ୱ କରୁଥିବା ବ୍ୟକ୍ତିଙ୍କୁ ବି ଅାକ୍ରମଣ ହୋଇଛି । ସଭାକୁ ଅଧାରୁ ବନ୍ଦ କରି ମଞ୍ଚ ଛାଡ଼ିଥିଲେ ଖାରବେଳ ସ୍ୱାଇଁ । […]

  • Saturday, 03 July 2021
ସୁନ୍ଦରୀକୁ କାବୁ କରିବାରେ ନାକେଦମ୍ ଟ୍ରାଙ୍କୁଲାଇଜ ଟିମ୍
ସୁନ୍ଦରୀକୁ କାବୁ କରିବାରେ ନାକେଦମ୍ ଟ୍ରାଙ୍କୁଲାଇଜ ଟିମ୍

ଅନୁଗୁଳ: ଅପରେସନ ସୁନ୍ଦରୀର ତୃତୀୟ ପର୍ଯ୍ୟାୟ ଅଭିଯାନ। ବାଘୁଣୀ ସୁନ୍ଦରୀକୁ କାବୁ କରିବାକୁ ଜାରି ରହିଛି ପ୍ରୟାସ।  ସାତକୋଶିଅା ଜଙ୍ଗଲର ବାଘମୁଣ୍ଡା ଗାଁ ପାଖ ପାହାଡ଼ ତଳ ବୁଦାରେ ବାଘୁଣୀ ଲୁଚିଥିବା ସୂଚନା ମିଳିଛି। ତାକୁ ଧରିବାକୁ ପାହାଡ଼ ତଳକୁ ଯାଇଛି ଏକ ଟିମ୍। ଟ୍ରାଙ୍କୁଲାଇଜ୍ ପାଇଁ ପାହାଡ଼ ଚାରିପଟେ ଅନ୍ୟ ଏକ ଟିମ୍ ସଜାଗ ଅଛି। କାଲି ଦୁଇ ଦୁଇଥର ସୁନ୍ଦରୀକୁ ଧରିବାର ଉଦ୍ୟମ ଫେଲ୍ ମାରିଥିଲା । ଟ୍ରାଙ୍କୁଲାଇଜ୍ ପାଇଁ ପାହାଡ଼ ଚାରି ପଟେ […]

  • Saturday, 03 July 2021
ସୁନ୍ଦରୀ ଗାଏବ
ସୁନ୍ଦରୀ ଗାଏବ

  • Saturday, 03 July 2021