• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଅାରମ୍ଭ ହେଲା ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର
ଅାରମ୍ଭ ହେଲା ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର

ଭୁବନେଶ୍ୱର : ବନ୍ୟା, ବାତ୍ୟା ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ମିଳିବ ଅାଗୁଅା ସୂଚନା। ଏଥିପାଇଁ ରାଜ୍ୟରେ ଅାରମ୍ଭ ହୋଇଛି ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର ବା EWDS।  ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଅାୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଏହି ବ୍ୟବସ୍ଥାରେ ରାଜ୍ୟର ଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳିଅା ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି ୧୨୨ଟି […]

  • Saturday, 03 July 2021
ଅଟକ ଅଭିଯୁକ୍ତ ବିଜୁ ଯୁବବାହିନୀର ସଦସ୍ୟ ଅଭିଯୋଗ
ଅଟକ ଅଭିଯୁକ୍ତ ବିଜୁ ଯୁବବାହିନୀର ସଦସ୍ୟ ଅଭିଯୋଗ

କଟକ : କଟକରେ ଓକିଲ ଅାନ୍ଦୋଳନ ବେଳେ ଅାଇନଜୀବୀଙ୍କୁ ଅାକ୍ରମଣ ଅଭିଯୋଗରେ ଧରାପଡ଼ିଛନ୍ତି ଜଣେ ବ୍ୟକ୍ତି । ତାଙ୍କ ନାଁ ସନ୍ତୋଷ ନିମାଇଁ । ସେ ବିଜୁ ଯୁବ ବାହିନୀର ବୋଲି ଅାଇନଜୀବୀ ମାନେ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ସନ୍ତୋଷ ଖଣ୍ଡନ କରିଛନ୍ତି। ଅନ୍ୟପଟେ ସନ୍ତୋଷଙ୍କର ବିଜେଡି ନେତାଙ୍କ ସହ ଥିବା ବିଭିନ୍ନ ଫଟୋ ସମ୍ନାକୁ ଅାସିଛି। ବିଜେଡି ସାଂସଦ ଅନୁଭବ ମହାନ୍ତି, ପ୍ରତାପ ଦେବ, ପ୍ରତାପ ଜେନା ଓ ପ୍ରଭାତ ବିଶ୍ୱାଳଙ୍କ ସହ […]

  • Saturday, 03 July 2021
ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପାଇଁ ପଦଯାତ୍ରା
ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପାଇଁ ପଦଯାତ୍ରା

ଭୁବନେଶ୍ୱର : ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପାଇଁ ଚାଲିଛି ସଭା। ଏକାଠି ହୋଇଛନ୍ତି ୧୨ଟି ଦେଶର ୩ଶହ ବୌଦ୍ଧ ଧର୍ମାବଲମ୍ବୀ। ଭାରତ ସମେତ ହଂକଂ, ମାଲେସିଅା, ଅାମେରିକା, ଜର୍ମାନ, ସ୍ପେନ୍, ୟୁକେ, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଅା ଭଳି ୧୨ଟି ଦେଶର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ପରିବେଶ ସଫାସୁତରା, ଲିଙ୍ଗଗତ ସମାନତା ଦୂର କରିବା ଉଦ୍ଦେଶ୍ୟରେ ଅାରମ୍ଭ ହୋଇଛି ପଦଯାତ୍ରା।  ‘ଲିଭ୍ ଟୁ ଲଭ୍’ ଅାନ୍ତର୍ଜାତିକ ବୌଦ୍ଧିକ୍ ଧାର୍ମିକ ଅନୁଷ୍ଠାନ ପକ୍ଷରୁ […]

  • Saturday, 03 July 2021