• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା
ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା  : ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜିତେନ୍ଦ୍ର ରାଉତଙ୍କ ପରିବାକୁ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପଖୋଟ ଗାଁରେ ପହଞ୍ଚି ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ। ଗତ ୨୧ ତାରିଖରେ ଅଫିସ ଯାଉଥିବା ସମୟରେ ଭୁବନେଶ୍ୱର ନୟାପଲ୍ଲୀଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଜିତେନ୍ଦ୍ର ରାଉତ।  

  • Saturday, 03 July 2021
ଢେଙ୍କାନାଳର ପ୍ରସିଦ୍ଧ ମାଅା ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ
ଢେଙ୍କାନାଳର ପ୍ରସିଦ୍ଧ ମାଅା ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଚାଲିଛି ଭସାଣ ଉତ୍ସବ। ମିଳିତ ବଜାର କମିଟି ପକ୍ଷରୁ ଅାୟୋଜିତ ଭସାଣ ଉତ୍ସବରେ ମୋଟ ୩୮ଟି ମେଢ ଯୋଗ ଦେଇଛନ୍ତି। ସମସ୍ତ ମେଢ ଦୁର୍ଗାବଜାର ଠାରେ ଏକାଠି ହୋଇ କ୍ରମାନ୍ୱୟରେ ଭସାଣ ଶୋଭାଯାତ୍ରାରେ ବାହାରିଛନ୍ତି । ବସଷ୍ଟାଣ୍ଡ ଠାରୁ ୧୩ଟି ମେଢ ନିଜ ନିଜ ସାହିରେ ପରିକ୍ରମା କରୁଛନ୍ତି । ବାକି ୨୫ଟି ମେଢ ରାତି ୧୦ଟା ସୁଦ୍ଧା ବାଜିଚୌକ ଛକ ଅତିକ୍ରମ କରିବେ। ରାତି ୧୦ଟା ପରେ […]

  • Saturday, 03 July 2021
ପୁଲିସ-ଓକିଲ ବିବାଦରେ ନୂଅା ଟ୍ୱିଷ୍ଟ
ପୁଲିସ-ଓକିଲ ବିବାଦରେ ନୂଅା ଟ୍ୱିଷ୍ଟ

କଟକ : କଟକରେ ଓକିଲ-ପୁଲିସ ବିବାଦରେ ନୂଅା ଟ୍ୱିଷ୍ଟ। ଥଣ୍ଡା ପଡ଼ିଲା କନଷ୍ଟେବଲ ହାବିଲଦାର-ସିପାହୀ ମହାସଂଘ । ମାମଲାରେ ୩ଜଣ କନଷ୍ଟେବଲ ଓ ଜଣେ ହୋମଗାର୍ଡଙ୍କ ଉପରେ ନିଲମ୍ବନ ଅାଦେଶକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଥିବାରୁ ଅାସନ୍ତାକାଲି ଠାରୁ ହେବାକୁ ଥିବା ଅାନ୍ଦୋଳନକୁ ସ୍ଥଗିତ ରଖିଛି ମହାସଂଘ। ଅାଜି କଟକରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ସନ୍ତୋଷ ଶତପଥୀ ଏହି ସୂଚନା ଦେଇଛନ୍ତି। ମହାସଂଘର ୩ଟି ଦାବିରୁ ସରକାର୨ଟି ପୂରଣ କରିଛନ୍ତି। କନଷ୍ଟେବଲ ଓ […]

  • Saturday, 03 July 2021
ଗାଡ଼ି ଧୋଇବା ବେଳେ ବିଦ୍ୟୁତ୍‌ ତାର ଲାଗି ୨ ମୃତ
ଗାଡ଼ି ଧୋଇବା ବେଳେ ବିଦ୍ୟୁତ୍‌ ତାର ଲାଗି ୨ ମୃତ

କୋରାପୁଟ  : ଗାଡ଼ି ଧୋଇବା ବେଳେ ବିଦ୍ୟୁତ ତାର ଲାଗି ୨ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡାରେ। ସେମିଳିଗୁଡା ନାଲକୋ ଛକରେ ଏକ ଟିପ୍ପରର ହେଲପର୍ ସୋନୁ ଯାନୀ ଟିପ୍ପରକୁ ନିକଟସ୍ଥ ନାଳ ପାଣିରେ ଧୋଉଥିଲେ। ଏହି ସମୟରେ ଟିପ୍ପରର ପଛପଟ ଡାଲା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସହ ଲାଗିଯାଇଥିଲା। ଫଳରେ ବିଦ୍ୟୁତ୍ ଅାଘାତରେ ସେ ଗୁରୁତର ହୋଇପଡିଥିଲେ। ଏହା ଦେଖି ନିକଟରେ ଗାଡିରେ ଯାଉଥିବା ରଘୁରାମ ଦିଶାରୀ […]

  • Saturday, 03 July 2021
ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ
ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ

ନୟାଗଡ଼ : ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ । ବିଜେଡି ପଦଯାତ୍ରାରେ ମହିଳା ମାନଙ୍କୁ ଜୋର ଜବରଦସ୍ତ ସାମିଲ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ୍‌ରେ ବିଜେଡିର ପଦଯାତ୍ରା ବେଳେ ଏଭଳି ସଙ୍ଗୀନ ଅଭିଯୋଗ ଅାଣିଛନ୍ତି କିଛି ମହିଳା। ପଦଯାତ୍ରାରେ ସାମିଲ ନହେଲେ ଭତ୍ତା, ଇନ୍ଦିରା ଅାବାସ ଘର କାଟି ଦିଅାଯିବ ବୋଲି ବିଜେଡି ନେତାମାନେ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅାହୁରି ମଧ୍ୟ କିଛି ସ୍ୱୟଂ ସହାୟକ […]

  • Saturday, 03 July 2021