ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform the demise of seventeen #COVID19 positive patients while under treatment in hospitals. 1. A 45-year old male of Angul district who was also […]
ଭୁବନେଶ୍ୱର: ଆଜି ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୯୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ କରୋନା ଆକ୍ରାନ୍ତଙ୍କ…
ଭୁବନେଶ୍ୱର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଜାଣନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ ରହିବ:- କଣ୍ଟେନମେଣ୍ଟ ଅଞ୍ଚଳରେ ଅକ୍ଟୋବର ୩୧ ଯାଏଁ ବଳବତ୍ତର ରହିବ ଲକଡାଉନ୍ ରାଜ୍ୟରେ ବନ୍ଦ ରହିବ ସିନେମା ହଲ୍ ଓ ସୁଇମିଂ ପୁଲ କେବଳ କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ ୩୧ ଯାଏଁ ଥିଏଟର ଓ ଅଡିଟୋରିଅମ୍ ବନ୍ଦ ରହିବ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ୩୧ […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୦୦୮୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ- ଖୋର୍ଦ୍ଧାରୁ ସର୍ବାଧତ୍କ ୭୭୦, କଟକରୁ ୫୫୮, ସୁନ୍ଦରଗଡ଼ ଓ ଜଗତସିଂହପୁରରୁ ୨୩୩ ଲେଖାଏଁ, ଯାଜପୁରରୁ ୧୯୮, ପୁରୀ- ୧୯୨, ଝାରସୁଗୁଡ଼ା- ୧୬୮, ମୟୂରଭଞ୍ଜରୁ ୧୫୮, ବରଗଡ଼- ୧୩୫, କେନ୍ଦ୍ରାପଡ଼ା- ୧୨୪, ବାଲେଶ୍ୱରରୁ ୧୨୨ ସୁସ୍ଥ […]
ପୁରୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବସତ୍କାର ବାରଣ କରାଯାଇଛି। ଏ ନେଇ କଟକଣା ମଧ୍ୟ ଲାଗୁ ହୋଇଛି। ଯାହାର ଅବଧି ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି। ସେହିପରି ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ଜାରି ହୋଇଥିବା କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ କୋଭିଡ୍ ନିୟମ ଅନୁସାରେ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରେ ଶବଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ। […]
ପୁରୀ: ଆପଣ ସୁନା, ରୂପା ମାସ୍କ…ଏପରିକି ହୀରା ଖଚିତ ମାସ୍କ ଶୁଣିଥିବେ ହେଲେ କେବେ ନଡ଼ିଆ ଷଢେଇରେ ମାସ୍କ ଶୁଣିଛନ୍ତି କି ? ହେଲେ ଏବେ ଏହି ମାସ୍କକୁ ନେଇ ବେଶ୍ ଚର୍ଚ୍ଚା। ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ହଜୁରୀ ଭୀମସେନ ଖୁଣ୍ଟିଆ ନଡ଼ିଆ ସଢ଼େଇରେ ତିଆରି ମାସ୍କ ପିନ୍ଧି ହସ୍ତଶିଳ୍ପକୁ ପ୍ରୋତ୍ସାହନ କରିଛନ୍ତି। ଏହି ମାସ୍କ ଏଭଳି ଭାବରେ ତିଆରି କରାଯାଇଛି ଯେଉଁଥିରେ ନିଶ୍ୱାସ ନେବାପାଇଁ ଏକ ସ୍ୱତନ୍ତ୍ର ରାସ୍ତା କରାଯାଇଛି। ଯେପରି ନିଶ୍ୱାସ ପ୍ରଶ୍ୱାସ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୬୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୬୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୦୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୪୯୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୭୫ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ୬ଜଣ, ନୟାଗଡ଼ରୁ ୩ଜଣ, କଟକ ଓ ବାଲେଶ୍ୱରରୁ ୨ଜଣ ଲେଖାଏ, ଜଗତସିଂହପୁର, ବରଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of sixteen #COVID19 […]
ନୂଆଦିଲ୍ଲୀ: ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୮୧ ହଜାର ୪୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି। ଦେଶରେ ଏବେ ମୋଟ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୨ ହଜାର ୨୧୭ଙ୍କ ଚିକିତ୍ସା ଚାଲୁଥିବା ବେଳେ ସୁସ୍ଥ ହେଲେଣି ୫୩ ଲକ୍ଷ ୫୨ ହଜାର ୦୭୮ ଜଣ । ସୁସ୍ଥ ହୋଇଥିବା କେନ୍ଦ୍ର […]
ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନତା ହେଲେ କରୋନା ସଂକ୍ରମଣ ଚେନ୍କୁ ଆମେ ଭାଙ୍ଗିପାରିବା ନାହିଁ। କରୋନା ଠାରୁ ମୁକ୍ତିପାଇବାକୁ ହେଲେ ମାସ୍କ ହିଁ ସବୁଠାରୁ ବଡ଼ ଅସ୍ତ୍ର। ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ମାସ୍କ ହେଉଛି ସବୁଠାରୁ ବଡ଼ କରୋନା ପ୍ରତିରୋଧକ। କିନ୍ତୁ ଏହାପରେ ବି ଜଣେ ଅନ୍ୟ ଜଣଙ୍କ ଠାରୁ ଦୁଇ ଗଜ ଦୂରତା ରଖିବା, ହାତ ଧୋଇବା ଓ ସାନିଟାଇଜ୍ କରିବା ହିଁ […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୮, ଲୋକାଲ୍ କେସ୍ ୨୫୪ ରହିଛି। ଭୁବନେଶ୍ୱରରୁ ଆଜି ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। କେଉଁ ଜିଲ୍ଲାରୁ କେତେ:- ପଟିଆରୁ ୨୨, ନୟାପଲ୍ଲୀରୁ ୧୩, ଝାରପଡ଼ାରୁ ୧୦, ଚନ୍ଦ୍ରଶେଖରପୁରରୁ ୯, ୟୁନିଟ୍-୯ ଓ ୟୁନିଟ୍-୬ରୁ ୮ ଲେଖାଏଁ, ବାପୁଜୀ ନଗରରୁ ୭, ଶୈଳଶ୍ରୀ ବିହାରରୁ ୭, ସହିଦ୍ […]
ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩, କଟକ- ୪୬୬, ଷ୍ଟେଟ୍ ପୁଲ୍- ୩୧୩, ପୁରୀ- ୧୯୫, ଯାଜପୁର-୧୭୬, ଅନୁଗୁଳ- ୧୬୭, କନ୍ଧମାଳ- ୧୪୬, କେନ୍ଦ୍ରାପଡ଼ା- ୧୪୨, ନବରଙ୍ଗପୁର- […]
ୱାଶିଂଟନ: କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।ଆସନ୍ତା ମାସ ୩ ତାରିଖରେ ଆମେରିକାରେ […]
ଦୁବାଇ: ଚେନ୍ନାଇ ସୁପର କିଙ୍ଗସ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ(CSK Vs SRH) ମଧ୍ୟରେ ଶୁକ୍ରବାର ହୋଇଥିବା ଆଇପିଏଲ୍ ମୁକାବିଲାରେ କ୍ରିକେଟପ୍ରେମୀ ମାନେ ଜଣେ ନୂଆ ଯୁବ କ୍ରିକେଟ୍ ଷ୍ଟାରଙ୍କୁ ଦେଖିବାକୁ ପାଇଛନ୍ତି। ସେ ହେଉଛନ୍ତି ସନ୍ରାଇଜର୍ସର ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ। ତାଙ୍କର ଦମ୍ଦାର ବ୍ୟାଟିଂ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା। ସନ୍ରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ସବୁଠାରୁ ବଡ଼ କଥା, ଗର୍ଗ ଏପରି […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୦୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୦୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୦୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୨୪୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୯୨ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର ଓ ଢେଙ୍କାନାଳରୁ ୩ଜଣ ଲେଖାଏ, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୨ଜଣ ଲେଖାଏ, ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform […]
ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଦେଶରେ ଲକ୍ଷେ ଟପିଛି କରୋନା ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୬୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪୨କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ୭୯ ହଜାର ୪୭୬ ଆକ୍ରାନ୍ତ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୫ରେ ପହଞ୍ଚିଛି । ଆଜି […]
ଭୁବନେଶ୍ୱର: ହୋମ୍ ଆଇସୋଲେସନ୍ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ SOP ଜାରି ହୋଇଛି। ଜିଲ୍ଲାପାଳ, କମିଶନର, CDMମାନଙ୍କୁ SOP ପଠାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର। ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର୍ ଦିଆଯିବ ସେନେଇ SOPରେ ଉଲ୍ଲେଖ ରହିଛି:- ହୋମ୍ ଆଇସୋଲେସନ୍ ରହୁଥିବା ଆକ୍ରାନ୍ତ ଯେଉଁମାନେ ଫାଭିପିରାଭିର୍ ଟାବଲେଟ୍ ନେଉଥିବା ସେମାନଙ୍କ ଅନୁଧ୍ୟାନ ପାଇଁ ରାପିଡ୍ ରେସ୍ପନ୍ସ ଟିମ୍-RRTକୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶ ପରେ ହିଁ ଫାଭିପିରାଭିର […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୦ଆକ୍ରାନ୍ତ ହୋଇଥିବା ବେଳେ ୨୧୯ଜଣ ଲୋକାଲ କେସ୍ ରହିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଅଞ୍ଚଳରୁ କେତେ:- ଚନ୍ଦ୍ରଶେଖରପୁର- ୧୪, ପଟିଆ ଓ ନୟାପଲ୍ଲୀ ଅଞ୍ଚଳରୁ ୧୨ ଲେଖାଏଁ ମଞ୍ଚେଶ୍ୱର- ୧୧, ଓଲ୍ଡ୍ ଟାଉନ ଓ ଡୁମଡୁମାରୁ ୯ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ଆଜି ରାଜ୍ୟରୁ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮, କଟକ- ୫୨୧, ଅନୁଗୁଳ- ୨୨୫, ଯାଜପୁର- ୧୮୧, ସୁନ୍ଦରଗଡ଼- ୧୬୭, ଜଗତସିଂହପୁର ଓ ନୂଆପଡ଼ାରୁ ୧୫୨ ଲେଖାଏଁ, ଷ୍ଚେଟ୍ ପୁଲ୍- ୧୪୯, ବରଗଡ଼- […]
ବଲାଙ୍ଗିର: କୋଭିଡ୍ ମୁକାବିଲା ପାଇଁ ବ୍ୟବସ୍ଥା ଯାହା ହେବା କଥା, ବଲାଙ୍ଗିର ଜିଲ୍ଲାରେ ତାହା ନାହିଁ। ତେଣୁ ବଲାଙ୍ଗିର କୋଭିଡ ରୋଗୀଙ୍କୁ ଛତିଶଗଡ଼ ଭରସା। କୋଭିଡ୍ରେ ଆକ୍ରାନ୍ତ ନିଜ ଭାଇଙ୍କ ସହ ଘଟିଥିବା ଘଟଣାର ଅବତାରଣା କରି ଶଙ୍କରଲାଲଙ୍କ ଅଭିଯୋଗ, କୋଭିଡ୍ରେ ଆକ୍ରାନ୍ତ ହୋଇ ଅତି ଗୁରୁତର ଅବସ୍ଥାରେ ଥିବା ତାଙ୍କ ଭାଇଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଇସୋଲେସନ୍ ସେଣ୍ଟରକୁ ନିଆଯାଇଥିଲା। ହେଲେ ସେଠି ଭେଣ୍ଟିଲେଟର କି ଆଇସିୟୁର ସୁବିଧା ମିଳିଲାନି। ନମ୍ବର ଧରାଇ ଅପେକ୍ଷା କରିବାକୁ […]
ନୂଆଦିଲ୍ଲୀ: କୋଭିଡ-୧୯ରୁ ସୁସ୍ଥ ହେବାର ଗୋଟିଏ ଦିନ ପରେ ଝାଡ଼ଖଣ୍ଡର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ ଅନସାରୀଙ୍କର ପରଲୋକ ହୋଇଛି। ସେ ଗତକାଲି ହିଁ କରୋନାରୁ ସୁସ୍ଥ ହୋଇଥିଲେ। ହୃଦ୍ଘାତରେ ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେପ୍ଟେମ୍ବର ୨୬ ତାରିଖରେ ଅନସାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଞ୍ଚିର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ଗତକାଲି […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୩୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୩୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୪୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୩୮୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୩ଜଣ ଲେଖାଏ, କେନ୍ଦ୍ରାପଡ଼ାରୁ ୨ଜଣ, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୮, ଲୋକାଲ କଣ୍ଟାକ୍ଟ କେସ୍ ୨୪୫ ରହିଛି। ସେହିପରି ଆଜି ୩୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ପଟିଆ-୧୮, ଝାରପଡ଼ା- ୧୫, ନୟାପଲ୍ଲୀରୁ ୧୨, ସାମନ୍ତରାପୁର-୧୧, ଲକ୍ଷ୍ମୀସାଗର ଓ ଆଇଆରସି ଭିଲେଜରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on […]