• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

rainfall
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।…

ଯାତ୍ରୀଙ୍କୁ ନେଇ ଯାଉ ଥିବାବେଳେ ଓଲଟି ପଡ଼ିଲା ବସ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ହାଜାରୀଡ଼ାଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫର୍ଚୁନ ନାମକ ବସ୍ ଓଲଟି ପଡ଼ିବାରୁ ଏହା ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି...

ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଜଣେ ଶ୍ରଦ୍ଧାଳୁ। ଶ୍ରୀଜିଉଙ୍କ ମସ୍ତକରେ ଶୋଭା ମଣ୍ଡିତ କରୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ଅବକାଶ ସମୟରେ ବ୍ୟବହାର ହେଉଥିବା ସୁବର୍ଣ୍ଣ ପାତିଆ ଦାନ କରିବେ ଜଣେ ଜଗନ୍ନାଥ ପ୍ରେମୀ। ଏଥିପାଇଁ ଚନ୍ଦ୍ର, ସୂର୍ଯ୍ୟର ମାପଚୂପ କରାଯାଇଛି। ପରିଚାଳନା କମିଟିଙ୍କ ପ୍ରତ୍ୟେକ୍ଷ...

suicide
ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଦେଇଗଲେ ଏମିତି ତଥ୍ୟ

ବୁଲନ୍ଦଶହର: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଜଣେ ୧୯ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଅନୁପଶହର ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସୂଚନା ଦେଇଛି। ଆତ୍ମହତ୍ୟା ପାଇଁ ଯୁବତୀ ଜଣକ ୩ଜଣ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି, ଯାହା ସେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି।...

tiger skin
ଭୁବନେଶ୍ୱରରୁ ବାଘ ଛାଲ ଜବତ, ସୋଆ ବିଶ୍ୱବିଦ୍ୟାଳୟର ଡ୍ରାଇଭର ଗିରଫ

ଭୁବନେଶ୍ୱର: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ କଲରାପତରିଆ ବାଘର ଛାଲକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଜବତ କରିଛି। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି। ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ନେଇ ଏସ୍‌ଟିଏଫ୍‌...

fire crackers
ଦୀପାବଳିରେ ବାଣ ଫୁଟି ସାଂସଦଙ୍କ ନାତୁଣୀଙ୍କ ମୃତ୍ୟୁ

ପ୍ରୟାଗରାଜ: ଦୀପାବଳି ଅବସରରେ ବାଣ ଫୁଟାଉଥିବା ବେଳେ ଗୁରୁତର ଆହତ ହୋଇଥିବା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ୬ ବର୍ଷୀୟ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ କିୟାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଏହି...

ଓଡ଼ିଶାରେ କରୋନା ସ୍ଥିତି: ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁ ସଂଖ୍ୟା କମୁନି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୬୦ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରରୁ ୩,...

ଇଞ୍ଚେ ବି ଜମି ଆନ୍ଧ୍ରକୁ ଦେବୁନି: ମନ୍ତ୍ରୀ

ଭୁବନେଶ୍ୱର: ବଢ଼ି ଚାଲିଛି ଆନ୍ଧ୍ରର ଦାଦାଗିରି। କୋଟିଆ ପରେ ଏବେ ସମ୍ବାଇ ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ି ବଢ଼ି ଚାଲିଛି। ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଜାରି ରହିଥିବା ଦେଖିବାକୁ ମିଳିଛି। ଆନ୍ଧ୍ରର ଜନପ୍ରତିନିଧି ଓ ଜନସାଧାରଣ ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁର ରାସ୍ତା ଅବରୋଧ...

japanese princess mako
କେବଳ ଏହି ଗୋଟିଏ କାରଣ ପାଇଁ ବିବାହ କରୁ ନାହାନ୍ତି ଜାପାନ ରାଜକୁମାରୀ

ଟୋକିଓ: ପାଖାପାଖି ୭ ବର୍ଷ ହେବ ନିଜ ପ୍ରେମିକଙ୍କୁ ବିବାହ କରିବା ପାଇଁ ଅପେକ୍ଷା କରିଥିବା ଜାପାନ ରାଜକୁମାରୀ ମାକୋ ପୁଣିଥରେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କେବଳ ଗୋଟିଏ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜାପାନର ନିୟମ ଓ ରାଜକୀୟ ପରିବାରର ପରମ୍ପରା ଅନୁସାରେ,...

ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍

ଭୁବନେଶ୍ୱର: ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍। ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଆଜି ସଂପୃକ୍ତ ଅଞ୍ଚଳରେ ସ୍ମାର୍ଟଫୋନ୍ ବଣ୍ଟନ ବ୍ୟବସ୍ଥା ଶୁଭାରମ୍ଭ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାଭିମାନ ଅଞ୍ଚଳରେ...

corona testing
୨୪ ଘଣ୍ଟାରେ ଓଡ଼ିଶାରେ ୩,୦୮୭ କରୋନା ସଂକ୍ରମିତ ଚିହ୍ନଟ, ୪୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୦୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୬୩ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ…

Biswarupa
ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଲା UAE ଗୋଲ୍ଡେନ ଭିସା

ବାରିପଦା: ଦେଶର ଟେକ ରଖିଲେ ମୟୁରଭଞ୍ଜ ଜିଲ୍ଲାର ଝିଅ ମୋନା ବିଶ୍ୱରୂପା ମହାନ୍ତି। ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଛି UAE ଗୋଲ୍ଡେନ ଭିସା। ଫଳରେ ୟୁଏଇରେ ୧୦ ବର୍ଷ ଯାଏ ସେ ବିନା ବାଧାରେ ବସବାସ କରିପାରିବେ। ୨୦୦୭ରୁ ସେ…

new rules
ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଅବଧି ବୃଦ୍ଧି, ଆଜିଠୁ ନୂଆ କଟକଣା ଲାଗୁ

ଭୁବନେଶ୍ୱର: ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଅବଧିକୁ ବଢ଼ା ଯାଇଥିବା ବେଳେ ଆଜିଠୁ ନୂଆ କଟକଣା ଲାଗୁ ହୋଇଛି। ୫ ପ୍ରତିଶତରୁ କମ୍ ପଜିଟିଭିଟି ରେଟ୍ ଥିବା ଜିଲ୍ଲା ଗୁଡ଼ିକୁ ପୂର୍ବ ଭଳି କାଟାଗୋରୀ-‘A’ରେ ରଖାଯାଇଛି। ଏହି…

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।