• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

salman
ଜ୍ୟୋତିଷଙ୍କୁ ସଲ୍‌ମାନ୍‌ ପଚାରିଲେ କେବେ ହେବ ମୋର ମ୍ୟାରେଜ୍‌ ? ମିଳିଲା ଏମିତି ଉତ୍ତର...

ମୁମ୍ବାଇ: ଆରମ୍ଭ ହୋଇଯାଇଛି ବିଗ୍‌ ବସ୍‌ ୧୪। ସବୁଥର ଭଳି ଏଥର ମଧ୍ୟ ଏହି ଶୋ’କୁ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ ହୋଷ୍ଟ୍‌ କରିଛନ୍ତି। ଶୋ’ର ପ୍ରଥମ ଏପିସୋଡ୍‌ରେ ଖୁବ୍‌ ମସ୍ତି ଦେଖିବାକୁ ମିଳିଥିଲା। ପ୍ରଥମ ଏପିସୋଡ୍‌ରେ ନୂଆ ପ୍ରତିଯୋଗୀଙ୍କୁ ନେଇ ଯେତିକି ଚର୍ଚ୍ଚା, ଏହାସହ ସଲ୍‌ମାନ୍‌ଙ୍କ ବିବାହକୁ...

prabhas-1
ପ୍ରଭାସଙ୍କ ସହ ଭାଇରାଲ ହେଉଥିବା ୱେଡିଂ ଫଟୋକୁ ନେଇ ମୁହଁ ଖୋଲିଲେ ଅନୁଷ୍କା

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ନେଇ ପୁଣି ଚର୍ଚ୍ଚା । ନିକଟରେ ଅନୁଷ୍କା ଟ୍ୱିଟରରେ #AskAnushka session ହୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ଫିଲ୍ମ ଓ ପ୍ରଭାସଙ୍କ ବିଷୟରେ କହିଥିଲେ। ଉଭୟଙ୍କ(ପ୍ରଭାସ-ଅନୁଷ୍କା)ଯୋଡ଼ିକୁ ଫ୍ୟାନ୍ସମାନେ ପସନ୍ଦ କରୁଥିବାରୁ ଆଉ ଏକ ଫିଲ୍ମ ପ୍ରଭାସଙ୍କ...

ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ପିଟିଲେ ସେବକ ଓ ପୂଜକ

ଭୁବନେଶ୍ୱର: ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ପିଟିଲେ ସେବକ ଓ ପୂଜକ। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ଘଣ୍ଟଘଣ୍ଟା ବଜା ଯାଇଛି। କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି। ଲକ୍‌ଡାଉନ୍‌ ଓ ପରେ ଅନ୍‌ଲକ୍‌ରେ ମନ୍ଦିର...

ଖୁସି ଖବର: ଟ୍ରେନ୍‌ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ବୁକିଂ କରିହେବ ଟିକେଟ୍‌

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ reservation ଟିକେଟ୍। ଆସନ୍ତା ଅକ୍ଟୋବର ୧୦ରୁ reservation ଚାର୍ଟର ଏହି ପୁରୁଣା  ନିୟମ ଲାଗୁ ହେବାକୁ ଯାଉଛି। ଏ ନେଇ ଭାରତୀୟ ରେଲ୍‌ୱେ ପକ୍ଷରୁ...

ପୂରା ପ୍ଲାନିଂରେ ଆସିଥିଲେ, ହେଲେ ଭୟଭୀତ ହୋଇ ଦୌଡ଼ି ପଳାଇଲେ

ଦେବଗଡ଼: ପୂରା ପ୍ଲାନିଂରେ ଆସିଥିଲେ ବ୍ୟାଙ୍କ୍‌ରୁ ଲୁଟ୍‌ କରିବା ପାଇଁ। ହେଲେ ସବୁକିଛି ଫସର ଫାଟିଗଲା। ସାଇରନ୍ ବାଜିବା ଯୋଗୁ ଭୟଭୀତ ହୋଇ ପଳାଇଥିଲେ ଲୁଟେରା। ଦେବଗଡ଼ ଜିଲ୍ଲାରେ ଏଭଳି ଏକ ଲୁଟ୍‌ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଳମ...

neha
ଉଦିତ୍‌ଙ୍କ ପୁଅଙ୍କୁ ନୁହେଁ, ଏହି ପ୍ରତିଯୋଗୀଙ୍କୁ ବିବାହ କରିବେ କି ନେହା ?

ମୁମ୍ବାଇ: ଲଭ୍‌ ଲାଇଫ୍‌କୁ ନେଇ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ସହ ନେହାଙ୍କ ନାମ ଯୋଡ଼ା ଯାଇଥିଲା। ଏପରିକି ଉଭୟ ବିବାହ କରିବେ...

internet-facility-11
ଓଡ଼ିଶାର ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା

ଭୁବନେଶ୍ୱର: ଏଣିକି ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା। ସମସ୍ତ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଅସିତ...

corona test
୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହେଲେ ୨,୯୯୫ କରୋନା ପଜିଟିଭ୍‌

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୯୯୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୯୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୩୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୨୫୮ ରହିଛି। ରାଜ୍ୟ...

corona
ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ, ୯୫୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮  କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୫୮  ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱରରୁ ସର୍ବଧିକ ୪ ଜଣ କରୋନା ରୋଗୀଙ୍କର...

rhea
ଡ୍ରଗ୍ସ ମାମଲା: ରିୟାଙ୍କୁ ମିଳିଲା ଜାମିନ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋର (ଏନସିବି)ଜେରା ପରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ବମ୍ବେ ହାଇକୋର୍ଟ ଆଜି ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା...

anubhav
ହାଜର ପାଇଁ ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ଛାଡ଼ପତ୍ର ମାମଲା କୁ ନେଇ  କୋର୍ଟ ବର୍ଷାଙ୍କୁ ନୋଟିସ୍ ଜାରି କରିଛନ୍ତି। ଡିସେମ୍ବର ୧୦ରେ ହାଜର ହେବାକୁ ଏହି ନୋଟିସ୍‌ ଜାରି ହୋଇଛି। ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଦାୟର କରିଥିବା ମାମଲାକୁ ଗ୍ରହଣ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।