• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

ରାସ୍ତା ଉପରେ ପଡ଼ିଛି ଶିଶୁର କଟା ମୁଣ୍ଡ

ଅନୁଗୁଳ: ରାସ୍ତା ଉପରେ ପଡ଼ି ରହିଛି ଶିଶୁର କଟା ମୁଣ୍ଡ। ଅନୁଗୁଳ ଜିଲ୍ଲା ମିଶ୍ରପଡ଼ା ଛକ ନିକଟରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଶିଶୁଟିର କଟାମୁଣ୍ଡ ପଡ଼ିଥିବା ଦେଖି ଆତଙ୍କିତ ହୋଇପଡ଼ିଥିଲେ। ତେବେ ଶିଶୁଟିର ଶରୀର ଆଖପାଖରେ...

corona
Corona Death in Odisha: ଓଡ଼ିଶାରେ କରୋନା ନେଲା ଆଉ ୧୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୩ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Corona Death In Odisha: ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୪ଜଣ ଲେଖାଏ, ଗଜପତିରୁ ୨, ବାଲେଶ୍ୱର,...

venus 1
ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ

ନୂଆଦିଲ୍ଲୀ: ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ। ସୌରଜଗତରେ ସୂର୍ଯ୍ୟର ଦ୍ୱିତୀୟ ନିକଟତମ ଶୁକ୍ର ଗ୍ରହର ବାୟୁମଣ୍ଡଳ ଖୁବ୍ ବିଷାକ୍ତ ଏବଂ ପୃଷ୍ଠଭାଗର ତାପମାତ୍ରା ପ୍ରାୟ ୪୭୧ ଡିଗ୍ରୀ ସେଲସିୟସ୍। ତେଣୁ କୌଣସି ଜୀବସତ୍ତା ନ ଥିବା ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ସେଠାରେ ଜୀବସତ୍ତା ଥାଇପାରେ ବୋଲି ଏବେ ଅନୁମାନ...

corona updates in odisha
ଦିନକରେ ଓଡ଼ିଶାରେ ୪,୨୪୧ କରୋନା ପଜିଟିଭ୍‌‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୪୭

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪,୨୪୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୪,୨୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୦୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି...

ashok sahu
ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

କଟକ: ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ IPS ଅଶୋକ ସାହୁଙ୍କ ପରଲୋକ ହୋଇଯାଇଛି। କଟକ ପିଠାପୁର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ଅଶୋକଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।...

gold
Gold Price Today: ସୁନା, ରୂପା ଦରରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ଯୋଗୁ ଭାରତରେ ମଧ୍ୟ ଏହି ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଟ୍ରେଡିଂ ଆରମ୍ଭରୁ ସୁନା ଦର Multi Commodity Exchange(MCX)ରେ ୪୧୫ଟଙ୍କା ହ୍ରାସ...

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ମା’କୁ ପିଟିପିଟି ମାରିଦେଲେ ୨ ନାବାଳକ ପୁଅ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ମା’କୁ ପିଟିପିଟି ହତ୍ୟା କରିଛନ୍ତି ୨ ନାବାଳକ ପୁଅ। ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ପୋଲିସ୍‌ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଘରୋଇ...

ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହେଲେ IRB ଯବାନ

ଦେବଗଡ଼: ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଜଣେ IRB ଯବାନଙ୍କୁ ଗିରଫ କରାଯାଇଛି। ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତି ପ୍ରିୟାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଗତ ୧୧ ତାରିଖରେ ସେ ବିଷ ପିଇ ଥିବା ନେଇ ଶାଶୁ ଘର ଲୋକେ ଅଭିଯୋଗ...

durga puja
‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି। କଟକ ସହରର ୧୬୨ଟି ପୂଜା ମଣ୍ଡପ ବୁଲି ଦେଖିବା ପରେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୁପାରିସ କରିଛନ୍ତି। ପୋଲିସ୍‌ କମିଶନର କହିଛନ୍ତି, କଟକ ସହରର ୧୪୨ଟି ମଣ୍ଡପରେ ଏଯାଏ...

cuttack and bbsr dcp
ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

କଟକ/ଭୁବନେଶ୍ୱର: ଟ୍ୱିନ୍‌ସିଟିରେ କରୋନା କଟକଣା ପାଳନରେ ଢିଲା ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସନ୍ତୋଷ ପରେ ଏବେ ଆକ୍ସନ ମୋଡ୍‌ରେ‌ ପୋଲିସ୍। କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସାମାଜିକ ଦୂରତ୍ୱ ପାଳନ କରୁ ନାହାନ୍ତି...

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ତେଲେଙ୍ଗାନା: ନିଜ ଜୀବନକୁ ବାଜିରେ ଲଗାଇ ଝରଣା ପାଣିରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ତେଲଙ୍ଗାନାର ହୋମଗାର୍ଡ ମୁଜିଦ୍‌। ଝରଣା ପାଣିର ପ୍ରଖର ସ୍ରୋତରେ ସେ କିଭଳି ଭାବରେ ଏକ କୁକୁରର ଜୀବନ ବଞ୍ଚାଉଛନ୍ତି, ଏହାର ଭିଡିଓ ଏବେ ସୋସିଆଲ୍‌...

sansad
ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ନୂଆଦିଲ୍ଲୀ: ବିରୋଧୀ ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ଗତକାଲି କୃଷି ସମ୍ପର୍କିତ ଦୁଇଟି ବିଲ ଲୋକସଭାରେ ପାରିତ ହୋଇଛି । ଏହି ଦୁଇଟି ବିଲକୁ ମୌସୁମୀ ଅଧିବେଶନରର ପ୍ରଥମ ଦିବସରେ ଆଗତ କରାଯାଇଥିଲା । ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିଲ୍ ସମ୍ପର୍କରେ ସଦସ୍ୟମାନଙ୍କୁ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।