• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

results
ବାଜି ମାରିନେଲେ ଝିଅ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍‌ ରେଜଲ୍ଟ। ଭିଡିଓ କନ୍‌ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ...

୩୧ଟି ସ୍କୁଲ୍‌ରେ ଫଳାଫଳ ଶୂନ୍‌

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପାସ୍ ‌ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୮୧.୯୮% ଥିବାବେଳେ ପୁଅଙ୍କ ପାସ୍ ହାର ୭୭.୮% ରହିଛି। ତେବେ ୩୧ଟି ସ୍କୁଲ୍‌ରେ‌ ଜଣେ ହେଲେ ବି ପାସ୍ କରି ନାହାନ୍ତି। ଏଠାରେ ଫଳାଫଳ ଶୂନ୍‌। କାହିଁକି ଏହିସବୁ ସ୍କୁଲ୍‌ରେ...

aditya das
ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ କ’ଣ ନିଆଯାଇଛି ଆକ୍ସନ ? ରିପୋର୍ଟ ମାଗିଲେ NHRC

ଭୁବନେଶ୍ୱର: ରହସ୍ୟ ଘେରରେ ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ National Human Rights Commission(NHRC) ପୁଲିସ୍‌ କମିଶନରଙ୍କୁ ଆକ୍ସନ ଟେକେନ୍‌ ରିପୋର୍ଟ ମାଗିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ NHRC ନିର୍ଦ୍ଦେଶ ଦେଇଛନ୍ତି। ଆଦିତ୍ୟଙ୍କ...

aditya das
ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ଆଉ ୨ ଟ୍ରେନ୍‌ ଡ୍ରାଇଭରଙ୍କୁ ଜେରା, ଦେଲେ ଏମିତି ତଥ୍ୟ...

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଜିଆର୍‌ପି ଆଉ ୨ଟି ଟ୍ରେନ୍‌ର ଡ୍ରାଇଭରଙ୍କୁ ପଚରାଉଚରା କରିଛି। ଏକ ପାର୍ସଲ ଟ୍ରେନ୍‌ ଓ ଏକ ମାଲ୍‌ବାହୀ ଟ୍ରେନ୍‌ର ଲୋକୋ ପାଇଲଟଙ୍କୁ ଜିଆର୍‌ପି ପଚରାଉଚରା କରିଛି। ଉଭୟ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ...

corona 1
ବିଧାୟକ ଅମର ଶତପଥୀଙ୍କ ଡ୍ରାଇଭର ଓ PSOଙ୍କୁ କରୋନା

ଭୁବନେଶ୍ୱର: ବିଧାୟକ ଅମର ଶତପଥୀଙ୍କ ଡ୍ରାଇଭର ଓ ପିଏସ୍ଓଙ୍କ ସମେତ ୪ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି। ତେବେ ବିଧାୟକ, ତାଙ୍କ ପତ୍ନୀ ଓ ପୁଅଙ୍କ ସ୍ୱାବ୍ ରିପୋର୍ଟ ନେଗେଟିଭ ଆସିଛି। ଏହସତ୍ତ୍ୱେ ହୋମ୍‌ ଆଇସୋଲେସନ୍‌ରେ ରହିବେ ବୋଲି ବିଧାୟକ...

Rafale
ଭାରତୀୟ ବାୟୁ ସୀମାରେ ଉଡ଼ିଲା ‘ରାଫେଲ୍‌’

ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ଉଡ଼ିଲା ଫାଇଟର ଜେଟ୍ ‘ରାଫେଲ୍’। ୟୁଏଇରୁ ଉଡାଣ ଭରି ଭାରତୀୟ ବାୟୁ ସୀମାରେ ଆଜି ଅପରାହ୍ଣରେ ପହଞ୍ଚିଛି ‘ରାଫେଲ୍’। ବାୟୁ ସୀମାରେ ପହଞ୍ଚିବା ପରେ ରାଫେଲକୁ ଯୁଦ୍ଧ ଜାହାଜ ଡେଲ୍‌ଟା-୬୩ ସ୍ୱାଗତ କରିଛି। ସୁରକ୍ଷିତ ଅବତରଣ ପାଇଁ ଶୁଭେଚ୍ଛା ଜଣାଇବା ସହ ଗର୍ବର...

building collapse
ଆଖି ସାମ୍ନାରେ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା

ବେଙ୍ଗାଲୁରୁ: ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା। ବେଙ୍ଗାଲୁରୁର ମାଜେଷ୍ଟିକ୍‌ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଚାରି ମହଲା କୋଠାଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏକ ମଲଟିପ୍ଲେକ୍ସ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି। ଏହି ଚାରି ମହଲା କୋଠାକୁ ହୋଟେଲ ଓ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।