• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

ଆଜିିଠୁ ଅଗଷ୍ଟ ୩ ଯାଏ ଏହି ଜିଲ୍ଲା ସଟ୍‌ଡାଉନ୍‌

ବଲାଙ୍ଗିର: ଆଜିିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାସହ ଲୋକମାନେ କିଭଳି ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବେ ସେନେଇ ମଧ୍ୟ ସଚେତନ କରାଯାଉଛି। କରୋନା...

ପୋଡ଼ି ହୋଇ ପରିବାରର ୫ ଗୁରୁତର

କେନ୍ଦ୍ରାପଡ଼ା: ପୋଡ଼ି ହୋଇ ଗୋଟିଏ ପରିବାରର ୨୦ ଦିନର ଶିଶୁ ସମେତ ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ...

biriyani
ବିରିୟାନୀକୁ ନେଇ ଟେକା ପଥର ମାଡ଼

ଭଦ୍ରକ: ବିରିୟାନୀକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ। ଉଭୟ ପକ୍ଷର ୬ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଜଗନ୍ନାଥ ସାହି ଗାଁର ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି କରାଯାଉଥିଲା।...

shutdown
ଅଗଷ୍ଟ ୧ରୁ ଏହି ଜିଲ୍ଲା ସଟ୍‌ଡାଉନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଅଗଷ୍ଟ ୧ ତାରିଖ ସକାଳ ୫ରୁ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ସଟ୍‌ଡାଉନ୍ ନେଇ ଘୋଷଣା ହୋଇଛି। ସଟ୍‌ଡାଉନ୍ ବେଳେ ସବୁ ଅନୁଷ୍ଠାନ, ସରକାରୀ ଅଫିସ ବନ୍ଦ ରହିବ। ତେବେ...

Vidya Balan
ସମ୍ବଲପୁରୀ ଶାଢ଼ୀରେ ବିଦ୍ୟା ବାଲାନ୍‌ଙ୍କ ନୂଆ ଲୁକ୍‌

ଭୁବନେଶ୍ୱର/ମୁମ୍ବାଇ: ସମ୍ବଲପୁରୀ ଶାଢ଼ୀ ପିନ୍ଧି ନୂଆ ଲୁକ୍‌ରେ ନଜର ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌। ବିଦ୍ୟା ତାଙ୍କର ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’ ର ଇ-ପ୍ରମୋସନ ଅବସରରେ ଏହି ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଓ ଭିଡିଓ ବିଦ୍ୟା ସୋସିଆଲ୍‌ ମିଡିଆରେ ଶେଆର୍‌ କରିଛନ୍ତି।...

corona
ଦିନକରେ ଓଡ଼ିଶାରୁ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୫  ରହିଛି। ଗଞ୍ଜାମରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।...

ଓଡ଼ିଶାରେ କରୋନା ସ୍ଥିତି: ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି। ଗଞ୍ଜାମରୁ ଆଜି ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ...

corona
ବିଷ ପିଇ ଦେଇଥିଲେ, ମେଡିକାଲ୍‌ ଆସିବା ପରେ ଜଣାପଡ଼ିଲା କରୋନା ପଜିଟିଭ୍‌

କଟକ: ବିଷ ପିଇ ଦେଇଥିଲେ, ଚିକିତ୍ସା ପାଇଁ ମେଡିକାଲ୍‌ ଆସିବା ପରେ ଜଣାପଡ଼ିଥିଲା ତାଙ୍କୁ କରୋନା ହୋଇଛି। କରୋନା ପଜିଟିଭ ଜଣାପଡ଼ିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଚିକିତ୍ସା କରାଯାଉ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ଗତକାଲି ବାଲେଶ୍ୱରର ଜଣେ ବ୍ୟକ୍ତି ବିଷ...

ଲାଞ୍ଚ ମାଗି ନିଲମ୍ବିତ ହେଲେ ପୋଲିସ୍‌ ବାବୁ

ଅନୁଗୁଳ: ରେଙ୍ଗାଳି ଡ୍ୟାମ୍‌ ସାଇଟ ଥାନା ASI କାର୍ତ୍ତିକ ବେହେରା ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି। ଏକ ଡ୍ରେନ୍‌କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ଉଭୟ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଏତଲା ମଧ୍ୟ ଦେଇଥିଲେ। ପରେ ଉଭୟ  ପକ୍ଷ ମଧ୍ୟରେ...

driving
ଗାଡ଼ି ଚଲାଇବା ବେଳେ ଫୋନ୍‌ରେ କଥା ହେଲେ ୧୦ ହଜାର ଟଙ୍କା ଫାଇନ୍‌

ଲକ୍ଷ୍ନୌ: ଏଣିକି ଗାଡ଼ି ଚଲାଇବା ବେଳେ ଫୋନ୍‌ରେ କଥା ହେଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଦୁର୍ଘଟଣା ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ନିୟମ ଲାଗୁ କରିଛନ୍ତି। ସଡ଼କ ସୁରକ୍ଷା ନିୟମକୁ ଆହୁରି କଡ଼ାକଡ଼ି କରିବା ପାଇଁ ଗୁରୁବାର ଉତ୍ତର ପ୍ରଦେଶ...

ସ୍କୁଟି ହାଣ୍ଡେଲ୍‌ ଭିତରୁ ବାହାରିଲା ସାପ

ବାଙ୍କୀ: ସ୍କୁଟି ହାଣ୍ଡେଲ୍‌ ଭିତରୁ ବାହାରିଲା ସାପ। କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚର୍ଚ୍ଚିକା ସାହିର ଜଣେ ମହିଳା ସ୍କୁଟି ଷ୍ଟାର୍ଟ କରିବା ମାତ୍ରେ, ହାଣ୍ଡେଲ୍‌ ଭିତରୁ ଏକ ସାପର ମୁଣ୍ଡ ଦେଖାଯାଇଥିଲା। ଏହାଦେଖି ମହିଳା ଜଣକ...

ହିଡ଼ ହାଣୁଥିଲେ, ବାହାରିଲା ବିରଳ ମୂର୍ତ୍ତି

ଭଦ୍ରକ: ଚାଷ ଜମିରୁ ମିଳିଲା ବିରଳ ମୂର୍ତ୍ତି। ଭଦ୍ରକ ଜିଲ୍ଲା ଜଳଙ୍ଗା ଗାଁରୁ ଏକ କଳାମୁଗୁନି ପଥରର ବିରଳ ମୂର୍ତ୍ତି ମିଳିଛି। ଗାଁର ରମେଶ ମଲ୍ଲିକ ଆଜି ଚାଷ ଜମିରେ ହିଡ଼ ପାଖ ହାଣୁଥିଲେ। ଏହି ସମୟରେ ତାଙ୍କ କୋଦାଳରେ ପଥର ବାଜିବାର ଶବ୍ଦ ହୋଇଥିଲା। ଏହାପରେ ରମେଶ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।