• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

odisha corona updates
ଓଡ଼ିଶାରେ ୧,୬୦୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ; ଗଞ୍ଜାମ ପଛରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଦିନକରେ ୧,୬୦୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୦୯  ରହିଛି। ଗଞ୍ଜାମରୁ ସର୍ବାଧିକ ୩୦୮ ଆକ୍ରାନ୍ତ...

ଗଞ୍ଜାମର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏହି କଟକଣା ବ୍ରହ୍ମପୁରରେ ମଧ୍ୟ ଲାଗୁ ହେବ। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି...

Capture ୯୯୯୯
ମଝି ଆକାଶରେ ୨ ବିମାନ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ଆଲାସ୍କା: ଆଲାସ୍କାରେ ୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଆଲାସ୍କାର ସୋଲ୍‌ଡୋଣ୍ଟା ସହରରୁ କିଛି କି.ମି. ଦୂରରେ ଏହି ଦୁର୍ଘଟଣା ଘଟିଛି। ମଝି ଆକାଶରେ ୨ଟି ଛୋଟ ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଆମେରିକା...

shutdown
ସଟ୍‌ଡାଉନ୍‌ ତାଲିକାରେ ସାମିଲ ହେଲା ଆଉ ଏକ ଜିଲ୍ଲା

ରାୟଗଡ଼ା: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ତେବେ ସଟ୍‌ଡାଉନ୍‌ ତାଲିକାରେ ଆଉ ଏକ ଜିଲ୍ଲା ସାମିଲ ହୋଇଛି। ୭୨ ଘଣ୍ଟା ପାଇଁ ରାୟଗଡ଼ା ଜିଲ୍ଲାକୁ ସଟ୍‌ଡାଉନ୍...

arrest 22
OTV ନେଟୱର୍କ କଣ୍ଟେଣ୍ଟ ଚୋରି ଅଭିଯୋଗ: ଜଣେ ଗିରଫ

ଭୁବନେଶ୍ୱର: ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କର କଣ୍ଟେଣ୍ଟ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଇନଫୋସିଟି ପୋଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ନିରଞ୍ଜନ ସେନାପତି। ନିରଞ୍ଜନ ବାରମ୍ବାର ଓଟିଭି ନେଟୱର୍କର ବିଭିନ୍ନ କଣ୍ଟେଣ୍ଟ ଚୋରି କରୁଥିଲେ। ବିନା ଅନୁମତିରେ କଣ୍ଟେଣ୍ଟ ନେଇ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌...

mobile
ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଗ୍ରୁପ୍‌ରେ ପଡ଼ିଲା ଅଶ୍ଲୀଳ ଫଟୋ

କଟକ: ହ୍ୱାଟ୍ସଆପ୍‌ରେ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଗ୍ରୁପ୍‌ରେ ପଡ଼ିଲା ଅଶ୍ଲୀଳ ଫଟୋ। ତା’ବି ପୁଣି ପ୍ରଧାନଶିକ୍ଷକ ନିଜେ ଏଭଳି କରିଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଗତ ଜୁଲାଇ ୩୦ରେ ହ୍ୱାଟ୍ସଆପ୍‌ରେ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଏକ ସରକାରୀ ସ୍କୁଲର...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।