• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

bhubaneswar
ବିଧାନସଭା ଫାଟକ ଆଗରେ ମହିଳାଙ୍କ ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ମୁଖ୍ୟ ଫାଟକ ନିକଟରେ ଜଣେ ମହିଳା ପ୍ରତିବାଦ କରିଛନ୍ତି। ବିଧାନସଭା ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ପୁଲିସ୍‌କୁ ଚକ୍‌ମା ଦେଖାଇ ମହିଳା ଜଣକ ଆଜି ବିଧାନସଭାର ମୁଖ୍ୟ ଫାଟକ ଆଗକୁ ପଳାଇ ଆସିଥିଲେ। ବିବାହ ଓ ଚାକିରି ନାଁରେ ଦେହ ବ୍ୟବସାୟ...

anubhav..
ଅନୁଭବଙ୍କ ନାଁରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ ମାମଲା: କୋର୍ଟରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ସାମ୍ବାଦିକ ଆଣିଥିବା ଅଭିଯୋଗ ମାମଲାରେ ଆଜି କଟକ JMFC କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି। ଏହି ସମୟରେ ପୁରୀଘାଟ ପୁଲିସ୍‌ ଏବଂ ତଦନ୍ତକାରୀ ଅଧିକାରୀ...

bullet
ରାଜଧାନୀରେ ପୁଲିସ୍‌ର ଅପରେସନ୍‌ ବୁଲେଟ୍‌

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ ପକ୍ଷରୁ ଅପରେସନ୍ ବୁଲେଟ୍‌ ଆରମ୍ଭ ହୋଇଛି। ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡ କରୁଥିବା ବୁଲେଟ୍‌ ଚାଳକ ଉପରେ ଟ୍ରାଫିକ ପୁଲିସ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗତକାଲି ସହରର ୬ଟି ଛକରେ ଟ୍ରାଫିକ ଯାଞ୍ଚ ବେଳେ ପ୍ରାୟ ୨୦ରୁ ଅଧିକ ବୁଲେଟ୍‌କୁ ପୁଲିସ୍‌ ଜବତ କରିଛି।...

odisha assembly
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ସରକାରଙ୍କୁ ଘେରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କେନ୍ଦ୍ରାପଡ଼ା ଗୁଳିକାଣ୍ଡ, ସିମୁଳିଆରେ ପଦ୍ମଲୋଚନ ପଣ୍ଡାଙ୍କ ପୁଅକୁ ଗିରଫ ଘଟଣା ସହ...

bomb blast
ପକେଟ୍‌ରେ ବୋମା ରଖିଥିଲେ, ଫୁଟିଗଲା

ଭଞ୍ଜନଗର: ପକେଟ୍‌ରେ ବୋମା ରଖିଥିଲେ ହେଲେ ତାହା ଫୁଟିଗଲା। ଆଉ ଚାଲିଗଲା ଜୀବନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ମୋଟର ସାଇକେଲରେ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ। ଏହି ସମୟରେ ଡହ...

himachal pradesh
ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ୧୦ ମୃତ

ଶିମଲା: ହିମାଚଳ ପ୍ରଦେଶରେ ଏକ କୋଠା ଭୁଶୁଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଯବାନ ଓ ୩ଜଣ ସାଧାରଣ ନାଗରିକ ଅଛନ୍ତି। ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାର କୁମାରହଟ୍ଟୀ ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରବଳ ବର୍ଷା ହେବାରୁ କୋଠାର ମୂଳଦୁଆ...

murder
ମା’କୁ ଟାଙ୍ଗିଆରେ ହାଣିଲା ପୁଅ

ଆଠଗଡ଼: ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସାବି ପ୍ରଧାନ। ତାଙ୍କ ପୁଅ ନାଁ ପ୍ରକାଶ ପ୍ରଧାନ। ହତ୍ୟାକାଣ୍ଡ ପରେ ପ୍ରକାଶ ଫେରାର...

khurda
କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ‘ଛୋଟା’ର ବେଆଇନ୍‌ ଘର ଉଚ୍ଛେଦ

ଖୋର୍ଦ୍ଧା: ଖଣି ମାଫିଆ ତଥା କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ଶୁଭ୍ରାଂଶୁ ପରିଡ଼ାଙ୍କ ବେଆଇନ୍‌ ଘର ଉଚ୍ଛେଦ କରାଯାଉଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟାର ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ ବଖରା ଘର ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ବର୍ତ୍ତମାନ...

akshay
ଜାଣନ୍ତୁ କାହିଁକି କ୍ରିକେଟ୍‌କୁ ପସନ୍ଦ କରନ୍ତି ନାହିଁ ଅକ୍ଷୟ କୁମାରଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କ୍ରିକେଟ୍‌ର ବହୁତ ବଡ଼ ଫ୍ୟାନ୍‌ ହୋଇଥିଲେ ମଧ୍ୟ ତାଙ୍କ ପୁଅ ଆରଭ ଏହି ଖେଳକୁ ପସନ୍ଦ କରନ୍ତି ନାହିଁ। ଜାଣନ୍ତି କାହିଁକି? କାରଣ ଅକ୍ଷୟ କ୍ରିକେଟ୍‌ ମ୍ୟାଚ୍‌ ବହୁତ ଦେଖନ୍ତି। ଆଉ ଏହାକୁ ତାଙ୍କ ପୁଅ ଏହାକୁ ପସନ୍ଦ କରନ୍ତି ନାହିଁ।...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।