• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

sidhu
ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ମନ୍ତ୍ରୀ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ଗତ ୧୦ ତାରିଖରୁ ପଞ୍ଜାବ କ୍ୟାବିନେଟ୍‌ରୁ ସେ ଇସ୍ତଫା ଦେଇଥିବା ନେଇ ଆଜି ସୂଚନା ଦେଇଛନ୍ତି। ସେ ଇସ୍ତଫାପତ୍ର ଜୁନ ୧୦ରେ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ଆଜି...

anubhav mohanty
ସାଂସଦ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଲେ ଅଭିଯୋଗକାରିଣୀ

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀଘାଟ ଥାନା ଆଗରେ ମହିଳା ସାମ୍ବାଦିକ ଧାରଣା ଦେଇଛନ୍ତି।  ଅନୁଭବଙ୍କ ନାଁରେ ଅଭିଯୋଗ କରିବାର ମାସେ ପରେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ମହିଳା ସାମ୍ବାଦିକ ସସ୍ମିତା ଆଚାର୍ଯ୍ୟ କହିଛନ୍ତି। ଏନେଇ ଆଜି...

arman
କିଏ ସେଇ ଲକି ଚାର୍ମ ... ଯାହା ପାଇଁ ସବୁରି ଓଠରେ ଆଜି ଅର୍‌ମାନ୍‌

ମୁମ୍ବାଇ: ବାପା ମା’ ସେମାନଙ୍କର ସନ୍ତାନଙ୍କ ଖୁସି ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାନ୍ତି । ହେଲେ ଆମେ ଆଜି ବଲିଉଡ୍‌ର ଏମିତି ଜଣେ ବାପାଙ୍କ କଥା କହିବୁ, ଯେ କି ସେ ତାଙ୍କ ପୁଅର ସ୍କୁଲ୍‌ରେ ଆଡମିଶନ ପାଇଁ ଘର ବିକ୍ରି କରିବାକୁ ମଧ୍ୟ...

odisha
ସଂସଦରେ ନିଜର କଳା ପ୍ରଦର୍ଶନ ପାଇଁ ଓଡ଼ିଶାର ୭ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିଲା ସୁଯୋଗ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ସଂସଦରେ ନିଜର କଳା ପ୍ରଦର୍ଶନ କରିବେ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀ। ଟିଟିଲାଗଡ଼ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ମିଳିଛି। ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ମୋଟ୍‌ ୭ ଜଣ ପିଲାଙ୍କୁ ଚୟନ କରାଯାଇଛି। ଏହି ପିଲାମାନେ...

protest
କେନ୍ଦ୍ରାପଡ଼ାରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ପ୍ରତିବାଦରେ ରାସ୍ତାରୋକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ସ୍ଥିତ ତିନିମୁହାଣିର ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା ପ୍ରତିବାଦରେ ରାସ୍ତାରୋକ କରାଯାଇଛି। ଉତ୍ତ୍ୟକ୍ତ ଲୋକେ ତିନିମୁହାଣି ଓ ଗୁଲନଗର ଛକରେ ଟାୟାର ଜାଳି କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି। ତିନି ମୁହାଣି ଛକରେ ଥିବା ଦୋକାନ ବଜାର ସବୁ ବନ୍ଦ ରହିଛି। ଅଭିଯୁକ୍ତଙ୍କ ଗିରଫ ଦାବିକୁ...

students beaten
ଛାତ୍ରଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଅଧ୍ୟାପକ

ସାଲେପୁର: ଛାତ୍ରଙ୍କୁ ମାଡ଼ ମାରି ଅଧ୍ୟାପକ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। କଟକ ସାଲେପୁରର ଶ୍ରୀକ୍ଷେତ୍ର ସାଇନ୍ସ ରେସିଡେଣ୍ଟିଆଲ୍‌ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଏଭଳି ଅଭିଯୋଗ ଆଣିଛନ୍ତି। ହଷ୍ଟେଲର ୧୧ଜଣ ଛାତ୍ରଙ୍କୁ ୨ଜଣ ଅଧ୍ୟାପକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କ୍ଲାସ୍‌ ରୁମ୍‌ରେ...

assam
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ୧୫ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁସଂଖ୍ୟା ୭କୁ ଛୁଇଁଲା

ଗୁୱାହାଟୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଥିରେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୩୩ଟି ଜିଲ୍ଲାରୁ ୨୫ଟି ଜିଲ୍ଲା ବନ୍ୟା ଯୋଗୁ...

chandrayaan 2
‘ଚନ୍ଦ୍ରଯାନ-୨’ ପାଇଁ କାଉଣ୍ଟ୍‌ ଡାଉନ୍ ଆରମ୍ଭ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ କାଉଣ୍ଟ୍‌ ଡାଉନ୍ ଆରମ୍ଭ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ୧୫ ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ...

apollo
ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ

ଭୁବନେଶ୍ୱର: ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ। କର୍ମଚାରୀଙ୍କୁ ନିଯୁକ୍ତି ପତ୍ର, ଇଏସ୍‌ଆଇ ଓ ସର୍ବନିମ୍ନ ମଜୁରି ପ୍ରଦାନ ସହ ‌ଆପୋଲୋ ହସ୍ପିଟାଲରେ ଚିକିତ୍ସା ସୁବିଧା ‌ଆଦି ଦାବି ଯଦି ପୂରଣ ନ ହୁଏ ତେବେ ସଂଘ ଆନ୍ଦୋଳନ କରିବ...

puri
ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ: ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ନୀତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଧରପଣା ନୀତି ଶୃଙ୍ଖଳିତ କରିବା ପାଇଁ ଏକ କମିଟି ଗଠନ ହୋଇଛି। ସୁଆର ମହାସୁଆର ନିଯୋଗ ଓ ଦଇତାପତି ନିଯୋଗକୁ ନେଇ ଏହି...

firing
କେନ୍ଦ୍ରାପଡ଼ାରେ ଗୁଳିମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଗତକାଲି ସଂଧ୍ୟା ପ୍ରାୟ ୮ଟା ସମୟରେ କେନ୍ଦ୍ରାପଡ଼ା ତିନିମୁହାଣିରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଯୁବ ବ୍ୟବସାୟୀ ତଥା ତିନିମୁହାଣି ବଜାର କମିଟିର ସଭାପତି ବିବେକାନନ୍ଦ ମହାରଣା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଗୁଳି ବାଜିଛି।...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।