ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଠିକ୍ ଦୁଇ ଦିନ ପୂର୍ବରୁ ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କ ବଡିଗାର୍ଡ ଗୁର୍ମିତ୍ ସିଂ ଓରଫ ଶେରା ଶିବସେନାରେ ଯୋଗ ଦେଇଛନ୍ତି। ଏନେଇ ଶିବସେନାର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡେଲ୍ରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଶେରା, ପାର୍ଟି(ଶିବସେନା)ର ମୁଖ୍ୟ ଉଦ୍ଧବ...