ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇ ପାରେ । ଆପଣଙ୍କୁ ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ ।
ଜୀବନସାଥୀର ସହଯୋଗ ମିଳିବ । କାର୍ୟ୍ୟକ୍ଷେତ୍ରରେ ଲୋକଙ୍କ ନେତୃତ୍ୱ କରନ୍ତୁ, କାରଣ ଆପଣଙ୍କ ନିଷ୍ଠା ଆଗକୁ ବଢ଼ିବାରେ ଲାଭକାରୀ ପ୍ରମାଣିତ ହେବ । ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ପରିବାରରେ କୋଣସି ମହିଳାଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଙ୍କୁ ଚିନ୍ତା ହୋଇପାରେ । ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ୟ୍ୟରେ ଉତ୍ସାହ ଦେଖନ୍ତୁ । ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ
ପ୍ରତିକାର – ଦକ୍ଷିଣ କାଳିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮