• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Dec 2023: ଏହି ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର ଚନ୍ଦ୍ର- କର୍କଟ ରାତ୍ରି ୦୯.୩୬ ଗତେ ସିଂହ ତିଥି- ୬ଷ୍ଠୀ ସନ୍ଧ୍ୟା ୦୭.୨୭ ଗତେ ୭ମୀ

Capricorn

ମକର

Sunday 03 Dec 2023

ଉ,ଷାଢା- କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । ବ୍ୟବସାୟୀମାନେ ଭାଗୀଦାରି ବ୍ୟବସାୟ କରିବେ । ଦୂର ଯାତ୍ରାରେ ଲକ୍ଷ ପୂରଣ କରିପାରନ୍ତି

ଶ୍ରବଣା- ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ସାଙ୍ଗ ସାଥିଙ୍କ ସହ ଦୂର ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି ।

ଧନିଷ୍ଠା- ଜମିରେ ନିବେଶ ପାଇଁ ଶୁଭ ରହିବ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବ । ଅନ୍ୟ ମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି

ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :

VASTU TIPS

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ  ରବିବାର ଚନ୍ଦ୍ର- କର୍କଟ  ରାତ୍ରି ୦୯.୩୬ ଗତେ ସିଂହ ତିଥି- ୬ଷ୍ଠୀ ସନ୍ଧ୍ୟା ୦୭.୨୭ ଗତେ ୭ମୀ ଘାତଚନ୍ଦ୍ର- ରାତ୍ରି  ୦୯.୩୬ ଗତେ କର୍କଟ ଓ ମକର ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୭.୨୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ