• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Dec 2023: ଏହି ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର ଚନ୍ଦ୍ର- କର୍କଟ ରାତ୍ରି ୦୯.୩୬ ଗତେ ସିଂହ ତିଥି- ୬ଷ୍ଠୀ ସନ୍ଧ୍ୟା ୦୭.୨୭ ଗତେ ୭ମୀ

Cancer

କର୍କଟ

Sunday 03 Dec 2023

ପୁନର୍ବସୁ- ଭାତୃ ସଂପର୍କରେ ଉନ୍ନତି ଘଟିବ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । କୌଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ

ପୁଷ୍ୟା- ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ । ବାଣିଜ୍ୟରେ ଆତ୍ମବୃଦ୍ଧି ହେବ । ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।

ଅଶ୍ଲେଷା- ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଅପେକ୍ଷା କରିଥିବା ଖବରଟି ନପାଇ ବ୍ୟସ୍ତ ହୋଇପଡିବେ । ମହିଳାମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।

ପ୍ରତିକାର – ମା ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

VASTU TIPS

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ  ରବିବାର ଚନ୍ଦ୍ର- କର୍କଟ  ରାତ୍ରି ୦୯.୩୬ ଗତେ ସିଂହ ତିଥି- ୬ଷ୍ଠୀ ସନ୍ଧ୍ୟା ୦୭.୨୭ ଗତେ ୭ମୀ ଘାତଚନ୍ଦ୍ର- ରାତ୍ରି  ୦୯.୩୬ ଗତେ କର୍କଟ ଓ ମକର ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୭.୨୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ