• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th January 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ସ୍ଥାନ ବୁଲିଯିବାର ଯୋଗ ରହିଛି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର ।ଚନ୍ଦ୍ର – କନ୍ୟା ପ୍ରାତଃ ୦୬.୪୭ ଗତେ ତୁଳା,ତିଥି - ୮ମୀ ରାତ୍ରି ୦୭.୪୫ ଗତେ ୯ମୀ,ଘାତ ଚନ୍ଦ୍ର – ବୃଷ ପ୍ରାତଃ ୦୬.୪୭ ପର୍ଯ୍ୟନ୍ତ,ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

Taurus

ବୃଷ

Sunday 15 Jan 2023

କୃତିକା - ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର‌୍ୟ୍ୟ ହାସଲ କରିବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ । ଦୂର ଯାତ୍ରାରେ ସଫଳତା ମିଳିବ

ରୋହିଣୀ – ବିଦ୍ୟାର୍ଥୀ ମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ବନ୍ଧୁମାନେ ସାହାର୍ଯ୍ୟ ସହଯୋଗର ହାତ ବଢାଇବେ

ମୃଗଶିରା – କୈାଣସି ନୂଆ କାର‌୍ୟ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ବିରୋଧୀ ମାନେ ସତ ଚେଷ୍ଟା କରିଲେ ମଧ୍ୟ କୈାଣସି କ୍ଷତି କରିପାରିବେ ନାହିଁ । ସହନଶୀଳତା ଯୋଗେଁ ପ୍ରଂଶସା ମିଳିବ

ପ୍ରତିକାର – ମାଆ କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :