• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th September 2022: ଏହି ରାଶିର ବ୍ୟକ୍ତି କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି

ସୌର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ, ଶନିବାର। ତିଥି – ପୂର୍ଣ୍ଣିମା ଦିବା ୦୩/୨୮ ଗତେ ପ୍ରତିପଦ। ତିଥି – ପୂର୍ଣ୍ଣିମା ଦିବା ୦୩/୨୮ ଗତେ ପ୍ରତିପଦ ଚନ୍ଦ୍ର – କୁମ୍ଭ ରାତ୍ରି ୦୨/୨୩ ଗତେ ମୀନ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ରାତ୍ରି ୦୨/୨୩ ଗତେ ଧନୁ ଘାତ ବାର – ବୃଷ, ସିଂହ, କନ୍ୟା ରାଶିର ପୁଷ୍କର ଦୋଷ – ୧ପାଦ

Sagittarius

ଧନୁ

Saturday 10 Sep 2022

ମୂଳା: ଭବିଷ୍ୟତ ସମ୍ବଦ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ
ପୂ , ଷାଢା: ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ
ଉ , ଷାଢା:  ରାଜନୀତିରେ ଲୋକ ପ୍ରିୟତା ଦେଖା ଦେବ
ପ୍ରତିକାର: ମା’ ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :