• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th September 2022: ଏହି ରାଶିର ବ୍ୟକ୍ତି କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି

ସୌର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ, ଶନିବାର। ତିଥି – ପୂର୍ଣ୍ଣିମା ଦିବା ୦୩/୨୮ ଗତେ ପ୍ରତିପଦ। ତିଥି – ପୂର୍ଣ୍ଣିମା ଦିବା ୦୩/୨୮ ଗତେ ପ୍ରତିପଦ ଚନ୍ଦ୍ର – କୁମ୍ଭ ରାତ୍ରି ୦୨/୨୩ ଗତେ ମୀନ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ରାତ୍ରି ୦୨/୨୩ ଗତେ ଧନୁ ଘାତ ବାର – ବୃଷ, ସିଂହ, କନ୍ୟା ରାଶିର ପୁଷ୍କର ଦୋଷ – ୧ପାଦ

Pisces

ମୀନ

Saturday 10 Sep 2022

ପୂ , ଭାଦ୍ରପଦ: ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ
ଉ , ଭଦ୍ରପଦ: କୁସଙ୍ଗ ଦୋଷ ହେତୁ  ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ
ରେବତୀ: ଆର୍ଥିକ କ୍ଷୟକ୍ଷତି ଦେଖା ଦେଇପାରେ
ପ୍ରତିକାର – ମା ତାରାଙ୍କର ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :