ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ମିତ ମନ୍ଦିର, ଯଜ୍ଞ ମଣ୍ଡପ, ସ୍ନାନ ମଣ୍ଡପ, ଦୀପଘର, ଭ୍ୟୁ-ପଏଣ୍ଟ୍, ପ୍ରାଶାସନିକ ଭବନକୁ ଲୋକାର୍ପିତ କରିଛନ୍ତି । ତେବେ ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ଅଭିଯୋଗ କରିଛି ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପି ପ୍ରାଚୀନ ମନ୍ଦିରଗୁଡ଼ିକର ବିକାଶ କରି ଖେଳୁଥିବା ହିନ୍ଦୁତ୍ୱ କାର୍ଡର କାଉଣ୍ଟର କରିବାକୁୁ ବିଜେଡି ବି ମନ୍ଦିର ଉପରେ ଫୋକସ୍ କରୁଛି । ସେପଟେ ବିଜେପି କହିଛି ମନ୍ଦିର ବିକାଶ ନାଁରେ ଡ୍ରାମା ଓ ରାଜନୀତି କରିବା ଠିକ୍ ନୁହେଁ ବିଜେଡି ତାର ଜବାବ୍ ରଖିଛି ।
Published: Satyendu Shekher Mishra
Last updated: 18 May 2022, 10:14 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।