Tara Tarini shakti peeth
ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ମିତ ମନ୍ଦିର, ଯଜ୍ଞ ମଣ୍ଡପ, ସ୍ନାନ ମଣ୍ଡପ, ଦୀପଘର, ଭ୍ୟୁ-ପଏଣ୍ଟ୍, ପ୍ରାଶାସନିକ ଭବନକୁ ଲୋକାର୍ପିତ କରିଛନ୍ତି । ତେବେ ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ଅଭିଯୋଗ କରିଛି ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପି ପ୍ରାଚୀନ ମନ୍ଦିରଗୁଡ଼ିକର ବିକାଶ କରି ଖେଳୁଥିବା ହିନ୍ଦୁତ୍ୱ କାର୍ଡର କାଉଣ୍ଟର କରିବାକୁୁ ବିଜେଡି ବି ମନ୍ଦିର ଉପରେ ଫୋକସ୍ କରୁଛି । ସେପଟେ ବିଜେପି କହିଛି ମନ୍ଦିର ବିକାଶ ନାଁରେ ଡ୍ରାମା ଓ ରାଜନୀତି କରିବା ଠିକ୍ ନୁହେଁ ବିଜେଡି ତାର ଜବାବ୍ ରଖିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)