'ବର୍ଷମ' ଚଳଚ୍ଚିତ୍ରରୁ ପ୍ରଭାସଙ୍କୁ ଲୋକପ୍ରିୟତା ମିଳିଥିଲା। ଯାହା ପରେ ସେ ଅନେକ ଯୁବତୀଙ୍କ କ୍ରସ୍ ହୋଇଗଲେ। ତେବେ ତାଙ୍କ କୋ-ଷ୍ଟାର୍ ଅଭିନେତ୍ରୀମାନେ ବା କିପରି ପଛରେ ରହିପାରିବେ। ଏପରି ଦୁଇଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପ୍ରଭାସଙ୍କୁ ଭଲ ପାଉଥିଲେ ଏବଂ ଏପର୍ଯ୍ୟନ୍ତ ଅବିବାହିତ ରହି ଏକାକୀ ଜୀବନ ବିତାଉଛନ୍ତି।