ପୋଲିସ୍ ସାମ୍ନାରେ ଚୋରକୁ ନିର୍ଧୁମ ପିଟିଲେ ଲୋକେ। ଏକ ଲୁଗା ଦୋକାନକୁ ଜଣେ ଯୁବକ ଗ୍ରାହକ ହୋଇ ଡ୍ରେସ୍ ଦେଖିବାକୁ ଆସିଥିଲେ। ହେଲେ ମାଡ଼ ଖାଇ ଥାନାକୁ ଗଲେ।