ଝିଅ ପ୍ରେମରେ ବାପା-ମାଆ। କେତେବେଳେ ବାପାଙ୍କ ମୁଣ୍ଡ ଉପରେ ଝିଅ ପ୍ଲେଟ୍ ଥୋଇ ଦେଉଛି ତ ଆଉ କେତେବେଳେ ପାର୍କରେ ବୁଲିବାକୁ ଜିଦି କରୁଛି କୁନି ଝିଅ। କୋଉ ଆକାଶର ଜହ୍ନ ତୁକୁ ନେଇ ଏବେ ବଢିଲାଣି ଚର୍ଚ୍ଚା