ସିନ୍ଧୁତାଇ ସପକାଲ ନିଜ ଜୀବନ କାଳରେ ୧୪୦୦ରୁ ଅଧିକ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ହେଲେ ଦୁଃଖର କଥା ଅନାଥଙ୍କ ମା’ ଆଜି ଆଉ ଆମ ଗହଣରେ ନାହାନ୍ତି ।