କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ
ଭଲ ଚାକିରୀ ତ ଥିଲା କିନ୍ତୁ ଥିଲା ଅଧିକ ଟେନସନ । ଚାକିରିରୁ ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା ।କ’ଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ ।
ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।