ଯୋଗ ଅଭ୍ୟାସ ଶାରୀରିକ ସୁସ୍ଥତାକୁ ବଜାୟ ରଖିବା ସହ ମାଂସପେଶୀ ଏବଂ ହାଡର ଶକ୍ତିକୁ ମଧ୍ୟ ବୃଦ୍ଧି କରେ। ଏହିସବୁ ଯୋଗ ଭିତରେ ଫଳକାସନ ଅଭ୍ୟାସ ଅନ୍ୟତମ। ଏହି ଆସନକୁ ପ୍ଲାଙ୍କ୍ ପୋଜ୍ ମଧ୍ୟ କୁହାଯାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।