ଭୁବନେଶ୍ୱର: କଂଗ୍ରେସ ଉଠିଲେ, ଓଡ଼ିଶା ହସିବ। ଅତୀତର ଭୁଲ୍କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ। ମୁଖିଆ ମୁକୁଟ ପିନ୍ଧି ନୂଆଦିଲ୍ଲୀରୁ ଫେରିବା ପରେ ଗତକାଲି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଉଦ୍ବୋଧନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହ ନିଜ ଉଦ୍ବୋଧନରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ନେଇ ମଧ୍ୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ଭୁବନେଶ୍ୱରରେ ଥିବା ଲୋକଙ୍କୁ ନୁହଁ, ବରଂ ଗାଁର ଲୋକଙ୍କୁ ଟିକେଟ୍ ମିଳିବ ବୋଲି ନିରଞ୍ଜନ ଖୋଲା ମଞ୍ଚରେ […]