• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: October

CBSE Class 10, 12 Term 1 Board Exam Datesheet On October 18
ଅକ୍ଟୋବର ୧୮ରେ ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଓ ଦ୍ୱାଦଶର ଟର୍ମ ୱାନ୍ ବୋଡ଼ ପରୀକ୍ଷାର ସୂଚୀ

ଅକ୍ଟୋବର ୧୮ରେ ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଓ ଦ୍ୱାଦଶର ଟର୍ମ ୱାନ୍ ବୋଡ଼ ପରୀକ୍ଷାର ସୂଚୀ।

No Quarantine For Fully Vaccinated Indians Travelling To UK From 11 October
କାମଦେଲା ଯେସାକୁ ତେସା ନୀତି

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ।୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଏନେଇ ସୂଚନା ଦେଲେ ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ୍ I

covid guideline
ବଢିଲା ନାଇଟ୍‌ କର୍ଫ୍ୟୁ କଟକଣା: ରାତି ୮ଟାରୁ ଏକାଠି ହେବା ମନା !

କରୋନା ପାଇଁ ଅକ୍ଟୋବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ ପୌରାଞ୍ଚଳ ସମେତ ଟ୍ୱିନ୍‌ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ପାର୍ବଣ ଋତୁ ପାଇଁ ସ୍ପେଶାଲ ରିଲିଫ୍ କମିଶନର ସତର୍କ କରାଇଛନ୍ତି। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ଥିଲା ତାହା ଅକ୍ଟୋବରରେ ବଳବତ୍ତର ରହିବ। ନୂଆ ଗାଇଡଲାଇନ ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ଯାଏ ଲାଗୁ ହେବ।

List of holidays
ଅକ୍ଟୋବର ମାସରେ ଛୁଟି ବର୍ଷା : ୨୧ ଦିନ ବନ୍ଦ ହୋଇପାରେ ବ୍ୟାଙ୍କ୍ . . . .

ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ବାଲ୍ମୀକି ଜୟନ୍ତୀ, ନବରାତ୍ରୀ, ଦୁଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ । ଏମାସରେ ପଡୁଥିବା କିଛି ଛୁଟି / ପର୍ବ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଜଡିତ । ଅକ୍ଟୋବରରେ ୫ ଟି ରବିବାର ଛୁଟି ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ ।