• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: National Postal Day 2022

Bhartiy dak divas date and history
ମୋବାଇଲ୍ ମାଡ଼ରେ ହଜିଯାଉଛି ଡାକ ସେବାର ମାଦକତା

ଆଜି ଭାରତୀୟ ଡାକ ଦିବସ। ଦିନେ ଏହି ବ୍ୟବସ୍ଥା ଯୋଗାଯୋଗର ପ୍ରମୁଖ ଭୂମିକା ନେଇଥିଲା। ଏହି ପ୍ରକ୍ରିୟା ଦୀର୍ଘ ଦିନ ଲାଗୁଥିଲେ ବି ଏଥିରେ ଥିଲା ନିଆରା ଖୁସି। ଆଜିର ମୋବାଇଲ୍ ଦୁନିଆରେ ଦୂରଦୂରାନ୍ତରୁ ଖବର ପହଞ୍ଚିବା ନେଇ କେଇ ମୁହୂର୍ତ୍ତ ଲାଗୁଥିଲେ ବି ଅନୁଭୂତ ହେଉନି ସେହି ଖୁସି।

National Postal Day 2022
ଆଉ ଶୁଣିବାକୁ ମିଳୁନି ଡାକବାଲାର ସାଇକେଲ୍ ଘଣ୍ଟି; ବାଜୁଛି ମୋବାଇଲ୍ ଟ୍ୟୁନ୍

ଡାକ ସେବା ଏମିତି ଏକ ମାଧ୍ୟମ ଥିଲା ଯାହା ଦ୍ୱାରା ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ମଧ୍ୟରେ ସମ୍ପର୍କ ସ୍ଥାପନ କରି ପାରୁଥିଲା। ଏହାକୁ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରେ ଗଣାଯାଉଥିଲା। ଦିନେ ଡାକବାଲାକୁ ଲୋକେ ଚାତକ ପରି ଚାହିଁ ବସୁଥିଲେ। ଆଜିର ମୋବାଇଲ୍ ଦୁନିଆରେ ସେସବୁ ହଜିଗଲାଣି। ତେବେ ଏହାକୁ ନେଇ ଡାକ ପିଅନ ବାସୁଦେବ ରଥ କ’ଣ କୁହନ୍ତି ଆସନ୍ତୁ ଜାଣିବା।