ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର । ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା । କାର୍ଯ୍ୟକ୍ରମ ପ୍ରସାରଣ ଚାଲୁଥିବା ବେଳେ ଲାଇଭ୍ ଇସ୍ତଫା ଦେଲେ ସମସ୍ତେ ।