ଭୁବନେଶ୍ୱରରେ ବାଟବଣା କଂସେଇଖାନା ଯୋଜନା । ୨୦୧୭ ମସିହାରେ ରାଜଧାନୀର ଗାଡ଼କଣରେ କଂସେଇ ଘର ନିର୍ମାଣ ହୋଇଥିଲା, ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଉଦଘାଟନର ସାଢେ ୪ ବର୍ଷ ପରେ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ଫଳରେ ଏବେ ରାଜଧାନୀ ରାଜରାସ୍ତାରେ ସର୍ବସମ୍ମୁଖରେ ଚାଲିଛି ପଶୁ ହତ୍ୟା ।