ଘରେ ଚାଲିଥିଲା ବେଆଇନ ବାଣ ବ୍ୟବସାୟ । ବାଣ ଭିଡ଼ିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ । ଛିନଛତ୍ର ହୋଇଗଲା ଘର, କାନ୍ଥ ଫାଟି ଉଡ଼ିଗଲା ଛାତ । ପଡ଼ିଶା ଘର ଲୋକେ ବି ଆହତ । ୫ ମେଡିକାଲରେ ଭର୍ତ୍ତି, ଶବ୍ଦ ଶୁଣି ଶିଶୁ ଆହତ । ଘଟଣାସ୍ଥଳରୁ ୩ ବସ୍ତା ବାଣ ଜବତ । ମହଜୁଦ ଥିଲା ୨୦ରୁ ୩୦ କିଲୋ ବାରୁଦ ।