ସାବଧାନ ! ଆପଣ ଖାଉଛନ୍ତି କି ଚୁସକି ? ମାର୍କେଟରେ ମିଳୁଥିବା ସାଧା ବରଫ ମିଶା ଥଣ୍ଡା ପାଣି, ଲେମ୍ୱୁ ପାଣି, ଲସି ଭଳି ଆରାମଦାୟକ ମୃଦୁପାନୀୟର ବ୍ୟବାହର ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । କେମିତି ତିଆରି ହେଉଛି ଏହି ବରଫ ଏବଂ କିପରି ଅବସ୍ଥାରେ ଏହା ବଜାରକୁ ଛଡାଯାଉଛି, ଜାଣନ୍ତୁ..