ପୁଅ ବାହାଘରରେ ଭୋଜି ଦେବେ ବୋଲି, ପରିବାର ଲୋକେ ଆଗତୁରା ୧୧ଟି ଖାସି କିଣି ରଖିଥିଲେ। ହେଲେ ବାହାଘର ଦିନ ଚୋର ଆସି ୧୦ଟି ଖାସିକୁ ଚୋରେଇ ନେଲେ। ଏବେ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣା ଘଟିଛି ବଲାଙ୍ଗିରରେ ।