ପରାଜୟ ସ୍ୱୀକାର କଲେ ମରିନ୍ ଲେ ପେନ । ଦ୍ୱିତୀୟ ଥର ପାଇଁ ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।