ଯୁଆଡ଼େ ଦେଖିବ ଖାଲି ଧଳା ସୁନା, ଅମଳ ସରିଲାଣି ହେଲେ ବିକ୍ରି ନାହିଁ । ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହିଁ ।
ଗୁଣପୁର ଅଂଚଳରେ ଏଯାଏଁ ଖୋଲିନି କପା ମଣ୍ଡି I କପା ଅମଳ ସରିଥିବାବେଳେ ବିକ୍ରିକୁ ନେଇ ବଢୁଛି ଚିନ୍ତା I ବିକ୍ରିବଟା ନେଇ ପ୍ରଶାସନ ପଦକ୍ଷେପ ନେଉନଥିବା ଚାଷୀଙ୍କ ଅଭିଯୋଗ