• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chhdakhai

 'Chhadakhai'
ସରିଲା କାର୍ତ୍ତିକ ମାସ, ଆଜି ଛାଡ଼ଖାଇ, ଆମିଷ ବଜାରରେ ଭିଡ଼

ସରିଲା ଧର୍ମର ମାସ କାର୍ତ୍ତିକ ମାସ । ଆଜି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି । ତେଣୁ ଆମିଷ ବଜାରରେ ଯେତେ ଗହଳି ହେବା କଥା ସେତେ ନାହିଁ ।