କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ।
ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍ କରୁଥିଲେ। ଶେଷରେ ପୋଲିସ୍ ହାତରେ ତାଙ୍କର ଏହି କାରନାମା ଧରାପଡ଼ିଛି।
ରାଜଧାନୀର ପ୍ରମୁଖ ସ୍ଥାନ ଡେଲଟା ଛକରେ ରାତିରେ ଏତେ ବଡ଼ ଧରଣର ଚୋରିକୁ ନେଇ ସ୍ଥାନୀୟ ବ୍ବ୍ୟବସାୟୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସଟର୍ ଓ ଗ୍ରୀଲ୍ କୁ ଗ୍ୟାସ୍ କଟରରେ କାଟି ଲୁଟେରା ମାନେ ଲୁଟ କରିଥିବା ଜଣାପଡିଛି।
ବିଜ୍ଞାନ କ୍ଷ୍ରେତ୍ରରେ ତାଙ୍କ ଗବେଷଣା ଓ ଅବଦାନ ପାଇଁ ତାଙ୍କୁ ୧୯୯୦ ମସିହାରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।
ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡିଯିବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ପଜିଟିଭ ଚିହ୍ନଟ ପରେ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ଜର୍ମାନୀ ୪ଟି ଗୋଲ ଦେଇ ଭାରତକୁ ବିଦାୟ ରାସ୍ତା ଦେଖାଇଥିଲା। ଭାରତ ପକ୍ଷରୁ ଉତ୍ତମ ସିଂ ଏବଂ ବବି ସିଂ ଧାମି ୨ଟି ଗୋଲ ଦେଇଥିଲେ।
ଆୟବହିର୍ଭୁତ ସମ୍ପତ୍ତି ଏବଂ ଚାକିରି ନାଁରେ ଠକେଇ ଲିଙ୍କ୍ରେ ଭୁବନେଶ୍ୱର ବିବେକାନନ୍ଦ ମାର୍ଗସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଛି ଇଡି। ସକାଳ ପ୍ରାୟ ୭ଟାରୁ ଏହି ରେଡ ଆରମ୍ଭ ହୋଇଥିଲା।
ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ଘରେ ଇଡିର ରେଡ୍ । ଭୁବନେଶ୍ୱର ବିବେକାନନ୍ଦ ମାର୍ଗ ବାସଭବନରେ ରେଡ୍ ।
ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରୁଛି । ଏଥିପାଇଁ ଦରଦାମ ବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ଧାରଣା ଦେଉଛି ବିଜେଡି ।
ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ବିଜେପିର ଅଭିନବ ପ୍ରତିବାଦ । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଉଛି।
ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୧୦୦ କିମି ବେଗରେ ବହିବ ପବନ : ମତ୍ସଜୀବୀଙ୍କୁ ସମୁଦ୍ର ମନା
ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଲେ ଚତୁର୍ଥ ସ୍ତମ୍ଭ ପ୍ରତି ସରକାରଙ୍କ ଏଭଳି ପାତରଅନ୍ତର ଗଣତନ୍ତ୍ର ପ୍ରତି କେତେ ଶୁଭଙ୍କର ତାହା ଏବେ ବଡ଼ ପ୍ରଶ୍ନ।
ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମ୍ୟାଚର ବାକି ସମୟ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଭାରତ ଓ ବେଲଜିୟମର ଆଟାକ୍ ଦମଦାର ଥିଲା
ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ସ୍ପେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ଜର୍ମାନୀ ବିପକ୍ଷରେ ଆସନ୍ତା ୩ତାରିଖରେ ସେମିଫାଇନାଲ ମ୍ୟାଚ ଖେଳିବ ଆର୍ଜେଣ୍ଟିନା।
ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପହଞ୍ଚିବ।
ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକର୍ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ।
ସମସ୍ତ କ୍ୱାର୍ଟର ଫାଇନାଲ୍ ମଧ୍ୟରୁ ସମସ୍ତଙ୍କ ନଜର ରହିଛି ଭାରତ ଓ ବେଜିୟମ ଉପରେ। ଜୁନିୟର ବିଶ୍ୱକପର ସେମିଫାଇନାଲ୍ ଟିକଟ ପାଇଁ ହେବ କଡା ଟକ୍କର। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆଗରେ ରହିଛି ବେଲଜିୟମ।
ରାଜଧାନୀରୁ ସୁପାରୀ କିଲର ଗିରଫ। ୨ ପିସ୍ତଲ ସହ ଗୁଳି ଜବତ । ନୟାପଲ୍ଲୀ ଅଞ୍ଚଳରୁ ସୁପାରୀ କିଲରୁ କାବୁ କଲା କମିଶନରେଟ ପୋଲିସ।
ଆଦିବାସୀଙ୍କ କଲ୍ୟାଣ ଟଙ୍କାରେ ଅୟସ କରୁଥିଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ମିଳିଛି ବିପୁଳି ସମ୍ପତ୍ତି ବାଡ଼ିର ହିସାବ।
ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି, ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି। ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।
ରାଜ୍ୟରେ ବି ପୁଣି କଡ଼ ଲେଉଟାଇବା ଆରମ୍ଭ କଲାଣି କରୋନା। ଏଇ ମାସରେ କ୍ରମାଗତ ୧୫ ଦିନ ଧରି ଦୈନିକ ସଂକ୍ରମଣ ୨ଶହ ଉପରେ ରହିବା ପରେ ଗତକାଲି ହଠାତ୍ ପୁଣି ୩ ଶହ ପାର୍ କରିଥିଲା।
ଆରମ୍ଭରୁ ହିଁ ଦୁଇ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ମ୍ୟାଚର ୧୧ମିନିଟରେ ଜର୍ମାନୀ ତାର ଦଳୀୟ ପ୍ରଥମ ଗୋଲ ଦେଇଥିଲା। ଦଳ ପକ୍ଷରୁ ପୋଲଜାରିକ ମାଟେଓ ଆର୍ଜେଣ୍ଟିନା ଡିଫେନଣ୍ଡରଙ୍କୁ ଚକମା ଦେଇ ଗୋଲଟି କରିଥିଲେ।