ହୋଜାଇ: ଆସାମରେ ସୀମା ଟପିଛି ବର୍ବରତା । କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆସାମର ହୋଜାଇସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳା ଅଭିଯୋଗରେ…