• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

a2
ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁର ଗାଁରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗଡ଼ିଶାଗଦା ଥାନାରେ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଭିତ୍ତିରେ ଏହି ମାମଲା ରୁଜୁ କରାଯାଇଛି। ଏହାସହ ପୁଲିସ୍‌ ଓମ୍‌ ପ୍ରକାଶଙ୍କ ସହଯୋଗୀଙ୍କୁ ଅଟକ ରଖିଛି। ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟିଂ ଶେଷ ଆଡ଼କୁ ଓମ୍ ପ୍ରକାଶ ଓ ତାଙ୍କର ଦୁଇ ସହଯୋଗୀ ବୁଥ୍‌ରେ ପଶି ପ୍ରିଜାଇଡିଂ ଅଫିସରଙ୍କୁ […]

  • Friday, 16 July 2021
z1
ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ୍

କଟକ: କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ନିର୍ବାଚନ ଅଧତ୍କାରୀ ନୋଟିସ୍‌ ପଠାଇଛନ୍ତି। ଏପ୍ରିଲ୨୨ରେ ଦେବାଶିଷ ନିଜ ଫେସ୍‌ବୁକ୍ ଆକାଉଣ୍ଟ୍‌ରେ ପୋଷ୍ଟ୍ କରିଥିବା ଏକ ବାର୍ତ୍ତାକୁ ଆଧାର କରି ତାଙ୍କୁ ଏହି ନୋଟିସ୍ ପଠାଯାଇଛି। ଦେବାଶିଷ ଯାହା ପୋଷ୍ଟ କରିଥିଲେ ତାହା ଭୋଟରଙ୍କୁ ପ୍ରଭାବିତ କରିବା ସହ ସେଥିରୁ ଦେବାଶିଷ ରାଜନୈତିକ ଫାଇଦା ଉଠାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କର ଏଭଳି ପୋଷ୍ଟ ନିର୍ବାଚନ ଆଚରଣ ବିଦ୍ଧିକୁ ଖୁଲମ୍‌ଖୁଲା ଉଲ୍ଲଙ୍ଘନ କରୁଛି ବୋଲି ନୋଟିସ୍‌ରେ […]

  • Friday, 16 July 2021
11
ବିଜେପି ନେତାଙ୍କ ଗାଡ଼ି ଉପରକୁ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଦୋଛିଆଁ ବୁଥ୍ ନିକଟରେ ବିଜେପି ନେତା କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ବିଜେଡି ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ଦୋଛିଆଁ ବୁଥ୍‌ରେ ବିଜେଡି ବିଧାୟକ ଉମା ସାମନ୍ତରାୟ ବିଜେପିର ଏଜେଣ୍ଟଙ୍କୁ ପ୍ରବେଶ କରିବାକୁ ଦେଇ ନ ଥିଲେ। ଏପରିକି ବୁଥ୍‌ରେ ରିଗିଙ୍ଗ୍ କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାର ପ୍ରତିବାଦ କରିବାକୁ ଯାଇଥିବା ବେଳେ କୃଷ୍ଣ ଜଗଦେବଙ୍କ […]

  • Friday, 16 July 2021
2
ବାଲେଶ୍ୱର ସଭାରେ ବିଜେଡି ଉପରେ ବର୍ଷିଲେ ମୋଦି

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ଆଜି ବିଜେପିର ବିଜୟ ସଂକଳ୍ପ ସଭାରେ ବିଜେଡ଼ି ଉପରେ ଘନ ଘନ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଟ୍‌ଫଣ୍ଡ ଦୁର୍ନୀତିରେ ଲିପ୍ତ ବିଜେଡି ନେତାମାନେ ବାଲେଶ୍ୱରବାସୀଙ୍କୁ ଠକିଛନ୍ତି ବୋଲି କହି ମୋଦି ସିଧା ଟାର୍ଗେଟ୍ କରିଛନ୍ତି। ଖାଲି ସେତିକି ନୁହେଁ ଏଠାକାର ବିଜେଡ଼ି ନେତାମାନେ କୋଟି କୋଟି ଟଙ୍କା ଠକି ନେଇଛନ୍ତି ବୋଲି ମୋଦି କହିଛନ୍ତି। ବିଜେଡି ନେତା ଖଣି ଦୁର୍ନୀତିଠାରୁ ଆରମ୍ଭ କରି ଚିଟଫଣ୍ଡ ଭଳି ସବୁ ଦୁର୍ନୀତିରେ ସଂପୃକ୍ତ ବୋଲି […]

  • Friday, 16 July 2021
vote
ଦିନ ଗୋଟେ ସୁଦ୍ଧା ରାଜ୍ୟରେ ୩୪% ମତଦାନ: ଭୁବନେଶ୍ୱରରେ ସବୁଠୁ କମ୍

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନରେ ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ମାତ୍ର ୨୦ ପ୍ରତିଶତ ମତଦାନ ହୋଇଛି। ପୁରୀରେ ୩୩ ପ୍ରତିଶତ, କଟକରେ ୩୩ ପ୍ରତିଶତ, ଢେଙ୍କାନାଳରେ ୩୩ ପ୍ରତିଶତ, କେନ୍ଦୁଝରରେ ୩୫ ପ୍ରତିଶତ ଏବଂ ସମ୍ବଲପୁରରେ ୩୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ଭୁବନେଶ୍ୱରରେ ସବୁଠୁ କମ୍ ପୋଲିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

  • Friday, 16 July 2021
a2
କରଞ୍ଜିଆରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ମୟୂରଭଞ୍ଜ: କରଞ୍ଜିଆରେ ନିର୍ବାଚନୀ ପ୍ରଚାର କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ। ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ପାଇଁ ରାଜନାଥ ପ୍ରଚାର କରିଛନ୍ତି। ଏଥିସହିତ କରଞ୍ଜିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଦଳୀୟ ନେତାଙ୍କ ପାଇଁ ରାଜନାଥ ଭୋଟ ମାଗିଛନ୍ତି। ଦଳୀୟ ନେତାଙ୍କ ପାଇଁ ପ୍ରଚାର କରିବା ସହ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ନେଇ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିବେ ବୋଲି ରାଜନାଥ କହିଛନ୍ତି। କରଞ୍ଜିଆରେ ପ୍ରଚାର ପରେ ରାଜନାଥ ନୟାଗଡ଼ ଓ କଟକ […]

  • Friday, 16 July 2021
representational image
ପୋଲିଂ ପାର୍ଟି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଫୁଲବାଣୀ(ତ୍ରିନାଥ ସାହୁ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ଦୁର୍ବୃତ୍ତ ପୋଲିଂ ଗାଡ଼ିକୁ ଟାର୍ଗେଟ କରିଛନ୍ତି। ଫୁଲବାଣୀ ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍ ଯିବା ବାଟରେ ପୋଲିଂ ପାର୍ଟି ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ପୋଲିଂ କର୍ମଚାରୀ ଯାଉଥିବା ଗାଡ଼ିକୁ ଦୁର୍ବୃତ୍ତ ଜାଳିଦେଇଛନ୍ତି। ପୋଲିଂ ଷ୍ଟାଫ୍‌ଙ୍କୁ ବାହାରକୁ ଡାକି ଦୁର୍ବୃତ୍ତ ଗାଡ଼ି ଜାଳିଦେଇଛନ୍ତି। ଫଳରେ ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଫିରିଙ୍ଗିଆ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏହା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ […]

  • Friday, 16 July 2021
x1
ବିଜେଡି ପ୍ରାର୍ଥୀଙ୍କ ପାଇଁ ଦୂତୀ ଭୋଟ୍‌ ମାଗୁଥିବା ଅଭିଯୋଗ

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ଆମ୍ବାସଡ଼ର ତଥା ଆଥ୍‌ଲେଟ୍ ଦୂତୀ ଚାନ୍ଦଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି। ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଦୂତୀ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସୋଶାଲ୍‌ ମିଡିଆରେ ଦୂତୀ, ଅଚ୍ୟୁତଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗ ହୋଇଛି। ତେବେ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଅଭିଯୋଗର ଯାଞ୍ଚ କରାଯିବ ବୋଲି ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି। ନିର୍ବାଚନ କମିସନଙ୍କ ଆମ୍ବାସଡ଼ର ହୋଇ ଏପରି […]

  • Friday, 16 July 2021
representational image
ପ୍ରଚାର କରୁଥିବା ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ବାଚନୀ ହିଂସା। ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର କରୁଥିବା ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନୀଳାଦ୍ରି ବିହାର ମଙ୍ଗଳା ବସ୍ତିରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ କିଛି ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଛି। ଏଥିରେ ୯ଜଣ ବିଜେପି କର୍ମୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ […]

  • Friday, 16 July 2021
a2
ଆଜି କଟକରେ ହେଭିୱେଟ୍‌ଙ୍କ ପ୍ରଚାର

କଟକ: ଆଜି କଟକରେ ଦୁଇ ବିରୋଧି ଦଳର ହେଭିୱେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ। ଗତ କାଲି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ଶୋ’ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଆଜି କଟକରେ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଅମିତ୍‌ ଶାହ କଟକ ବକ୍ସିବଜାରରୁ ରୋଡ୍ ଶୋ’ ରେ ବାହାରିବେ। ପରେ ତିନିକୋଣିଆ ବଗିଚା, ବାଲୁ ବଜାର ଓ ଶେକ୍ ବଜାର ଆଦି ଅଞ୍ଚଳରେ ବୁଲି ବିଜେପି ପ୍ରାର୍ଥୀଙ୍କ […]

  • Friday, 16 July 2021
a1
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ନିର୍ବାଚନମଣ୍ଡଳି ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକାରେ ମତଦାନ ହେବ। ୫ ଲୋକସଭା କ୍ଷେତ୍ର ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବି ଭେଟ ଗ୍ରହଣ କରାଯିବ।  ଭୋଟ୍ ପାଇଁ ପୋଲିଂ ପାର୍ଟି  ନିଜ ନିଜ ବୁଥ୍‌କୁ ଯାଇଛନ୍ତି। ଏହି ପର୍ଯ୍ୟାୟରେ କିଛି ବୁଥ୍ ମାଓ ପ୍ରବଣ ଅଞ୍ଚଳରେ ଥିବାରୁ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି। […]

  • Friday, 16 July 2021
z4
ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍‌ ଶୋ’

କେନ୍ଦ୍ରାପଡ଼ା: ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜି ପ୍ରଥମ ଥର ପାଇଁ ସେ ଆଳିରେ ରୋଡ ଶୋ’ କରିଛନ୍ତିା ଆଳିର ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ଓ ବୈଜୟନ୍ତ ପଣ୍ଡା ବିଲିକଣାଠାରୁ ରୋଡ଼ ଶୋ’ରେ ବାହାରି ନରେନ୍ଦ୍ରପୁର, ପତ୍ରପୁର, ସାନମଙ୍ଗ, ବାଟିପଡ଼ା, କଳସପୁର ଆଦି ପଞ୍ଚାୟତ ପରିକ୍ରମା କରି ଭୋଟ୍‌ ପାଇଁ ନିବେଦନ କରୁଛନ୍ତି। ଏହି ରୋଡ ଶୋ’ ରେ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେପି ନେତା […]

  • Friday, 16 July 2021
vlcsnap-error101
ଦିନ ଗୋଟିଏ ସୁଦ୍ଧା ରାଜ୍ୟରେ ପ୍ରାୟ ୪୧ ପ୍ରତିଶତ ହୋଇଛି ମତଦାନ

ଭୁବନେଶ୍ୱର:‍ ଦିନ ଗୋଟିଏ ସୁଦ୍ଧା ରାଜ୍ୟରେ ପ୍ରାୟ ୪୧ ପ୍ରତିଶତ ଭୋଟ୍‌ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ଏଥିରେ ଟିକେ ଏପଟ ସେପଟେ ହୋଇପାରେ ବୋଲି ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି, ଆଜି ୫ଟାରେ ମକ୍ ପୋଲ୍ କରାଯାଇଥିଲା। ତାପରେ ସକାଳ ୭ଟାରୁ ମତଦାନ ହୋଇଥିଲା। କେତେକ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱୀକାର କରିଛନ୍ତି। କେତେକ ସ୍ଥାନରେ ଭିଭିପିଏଟିରେ ମଧ୍ୟ ସମସ୍ୟା ଦେଖା […]

  • Friday, 16 July 2021
x3
ରାସ୍ତା ତଳକୁ ଖସିଲା ବିଜେପିର ପ୍ରଚାର ଗାଡ଼ି

ସୋନପୁର: ସୋନପୁର-ବୀରମହାରାଜପୁର ପଣ୍ଡିଆପାଲି ନିକଟରେ ଦୁର୍ଘଟଣା ଘଟିଛି। ରାସ୍ତା ତଳକୁ ବିଜେପିର ପ୍ରଚାର ଗାଡ଼ି ଖସିପଡ଼ିଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ସମେତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।

  • Friday, 16 July 2021
x2
କଂଗ୍ରେସରୁ ସୋନାଲି ସାହୁଙ୍କ ଇସ୍ତଫା

ଭୁବନେଶ୍ୱର: ସୁମିତ୍ରା ଜେନାଙ୍କ ପରେ ଆଉ ଜଣେ ମହିଳା ନେତ୍ରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ମୁଖପାତ୍ର ଥିବା ସୋନାଲି ସାହୁ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳୀୟ ନେତୃତ୍ୱର ନିଷ୍କ୍ରିୟତାକୁ ଦାୟୀ କରି ସେ ଦଳ ଛାଡୁଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

  • Friday, 16 July 2021
s1
ସୁବର୍ଣ୍ଣପୁରରେ କାଳିଆ କଥା ଦୋହରାଇଲେ ନବୀନ

ସୋନପୁର(ରବୀନ୍ଦ୍ର ହୋତା): ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି। ଗତ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜ୍ୟ ସରକାରଙ୍କ ଯୋଜନା ବଖାଣୁଛନ୍ତି। ଆଜି ସୁବର୍ଣ୍ଣପୁର ଜିଲ୍ଲାର କହିଲାଝୁଲି ଓ ସିଆଲି ସଭାରେ ନବୀନ ସମାନ ଭାଷାରେ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି। କାଳିଆ ଟଙ୍କା ଅଟକାଇବାକୁ କେନ୍ଦ୍ର ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ କାଳିଆ ଯୋଜନାକୁ […]

  • Friday, 16 July 2021
q2
ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଭୋଟ୍‌ ବର୍ଜନ

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ନନ୍ଦାହାଣ୍ଡିର ପଖନାଗୁଡ଼ା ଗ୍ରାମବାସୀ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଭୋଟ୍‌ ବର୍ଜନ କରିଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ୍‌ ବର୍ଜନ କରିଛନ୍ତି। ଗାଁକୁ ଭଲ ରାସ୍ତା ନଥିବାବେଳେ ଉପଯୁକ୍ତ ସ୍ୱାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ବାରମ୍ବାର ଅଭିଯୋଗ ପରେ କେବଳ ସମସ୍ୟାର ସମାଧାନ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ନନ୍ଦାହାଣ୍ଡି […]

  • Friday, 16 July 2021
naveen
ଆଜି ଘୋଷଣା ହୋଇପାରେ ବିଜେଡିର ବଳକା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ବିଜେଡିର ବଳକା ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇପାରେ। ଏବେ ବି ୩ ଲୋକସଭା ଓ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରି ନାହିଁ। ଘୋଷଣା ହୋଇନଥିବା ୩ ଲୋକସଭା ଆସନ ହେଲା ଢେଙ୍କାନାଳ, କଟକ ଓ କେନ୍ଦୁଝର। ଏହାଛଡ଼ା ଚର୍ଚ୍ଚାରେ ଥିବା ବିଧାନସଭା ଆସନ ହେଲା ଜୟଦେବ, ଭୁବନେଶ୍ୱର-ମଧ୍ୟ ଓ ଭୁବନେଶ୍ୱର- ଉତ୍ତର, କେନ୍ଦ୍ରାପଡ଼ାର ବରି। କାହାକୁ ୩ ଲୋକସଭା ଓ ୧୯ ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ ସେନେଇ ବିଜେଡି […]

  • Friday, 16 July 2021
c11
କଂଗ୍ରେସରେ ଛିଣ୍ଡୁନି ଟିକେଟ ଅଙ୍କ

ଭୁବନେଶ୍ୱର: କଂଗ୍ରେସରେ ଛିଣ୍ଡୁନି ଟିକେଟ ଅଙ୍କ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ଥିବା ୩ ଲୋକସଭା ଓ ୨୭ ବିଧାନସଭା ଆସନରେ କାହାକୁ ଟିକେଟ ମିଳିବ, ତାକୁ ନେଇ ଦଳ ଅଡୁଆରେ ରହିଛି। କିଛି ପ୍ରାର୍ଥୀଙ୍କୁ ଭିତିରିଆ ଭାବରେ ନାମାଙ୍କନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳୁଛି। ଏପରିକି ପ୍ରଥମ ଦଫା ପ୍ରାର୍ଥୀ ତାଲିକାରେ ମହିଳାଙ୍କ ସଂଖ୍ୟା କମ୍‌ ଥିବାରୁ, ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟାର କିଭଳି […]

  • Friday, 16 July 2021
cm naveen
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ୍‌ କସରତ ଜାରି

ଭୁବନେଶ୍ୱର: ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ୍‌ କସରତ ଜାରି ରହିଛି। କୁହାଯାଉଛି, ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ଏବଂ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ଆସନ ପାଇଁ ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ। ବୈଠକରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ନିରଞ୍ଜନ […]

  • Friday, 16 July 2021
House Scam
ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି ଚେର?

ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।

PM Modi At Varanasi
ମୋଦିଙ୍କ ମାରାଥନ ଉଦ୍‌ଘାଟନ, ୟୁପିକୁ ଦେଲେ ୧୫୦୦ କୋଟିର ଗିଫ୍ଟ

ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ଉଦଘାଟନ । ୧୫ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

Kamal Nath
କମଲ ହେବେ କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ?

ସେପଟେ, ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି ଦଳ। ପ୍ରଭାରୀ ହରିସ୍ ରାଓ୍ୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ।

vote
ଭୋଟରଙ୍କୁ ପ୍ରବର୍ତ୍ତାଇବା ଭିଡିଓ ଭାଇରାଲ, ପୁନଃ ମତଦାନ ପାଇଁ ଦାବି

ନୂଆପଡ଼ା(ମାୟାଧର ସରଫ) : ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୯ ନମ୍ବର ବୁଥ୍‌ରେ ଭୋଟ୍‌ ଦେବାକୁ ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ପ୍ରବର୍ତ୍ତାଉଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଏହାପରେ ସେଠାକାର ବିଜେପି ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏଠାରେ ପୁନଃ ମତଦାନ ପାଇଁ ଦାବି କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଏହି ଭିଡିଓରେ କହୁଥିବା ଦେଖିବାକୁ […]

  • Thursday, 15 July 2021
election
ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ରାଜ୍ୟର ୬ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ। ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବ ନିର୍ବାଚନ। ଏହି ୬ ଲୋକସବା ଆସନ ସହ ୪୨ ଗୋଟି ବିଧାନସଭା ଆସନରେ ମଧ୍ୟ ନିର୍ବାନଚ ହେବ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୫୨ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରିବେ। ବିଧାନସଭା ରଣାଙ୍ଗନରେ ୩୪୬ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେବ। ସେମାନଙ୍କ […]

  • Thursday, 15 July 2021