ନୂଆଦିଲ୍ଲୀ: ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଆୟୁର୍ବେଦିକ ଡାକ୍ତର ଦେବେନ୍ଦ୍ର ଶର୍ମାଙ୍କୁ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ବାପ୍ରୋଲା ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ବିଶେଷ କରି ସେ ଟ୍ରକ୍ ଡାଇଭରଙ୍କୁ ଟାର୍ଗେଟ କରି ସେମାନଙ୍କୁ ହତ୍ୟା କରୁଥିଲେ ଓ ହତ୍ୟା ପରେ ମୃତଦେହକୁ କୁମ୍ଭୀର ମୁହଁକୁ ଫିଙ୍ଗି ଦେଉଥିଲେ। ପ୍ରକୃତରେ ସେ କେତଜଣଙ୍କୁ ହତ୍ୟା କରିଛନ୍ତି, ସେନେଇ ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ୧୦୦ରୁ ଅଧିକ ହତ୍ୟା ମାମଲାରେ ତାଙ୍କର ସମ୍ପୃକ୍ତି ଥାଇପାରେ […]
ମସ୍କୋ: କରୋନା ଭାଇରସ୍ର ଟିକା ବା ଭ୍ୟାକ୍ସିନ୍ ବାହାର କରିବା ପାଇଁ ସାରା ବିଶ୍ୱ ଲାଗିପଡ଼ିଛି। କିଏ ଆଗ ଟିକା ବାହାର କରିବ ସେନେଇ ଏକ ପ୍ରକାରର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଆମେରିକା ଠାରୁ ଆରମ୍ଭ କରି ବହୁ ଛୋଟ ବଡ଼ ରାଷ୍ଟ୍ର ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଇଂଲଣ୍ଡର ଆଷ୍ଟ୍ରା ଜେନେକା ଅକ୍ସଫୋର୍ଡ ୟୁନିଭର୍ସିଟି ହେଉ କିମ୍ବା ଇଣ୍ଡିଆର ଭାରତ ବାୟୋଟେକ୍ ସମସ୍ତେ ଭାକ୍ସିନ୍ ପ୍ରସ୍ତୁତରେ ତତ୍ପର। ଏହି ରେସ୍ରେ କିନ୍ତୁ ଋଷିଆ ଆଗ […]
ନୂଆଦିଲ୍ଲୀ: ଏବେ କଥା ଆଉ ୩୦ ହଜାର ୪୦ ହଜାରରେ ନାହିଁ, ପ୍ରାୟ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଦେଶରେ ଦିନକରେ ୫୪, ୭୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୮୫୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭ ହଜାର ୩୬୪କୁ ବୃଦ୍ଧି ହୋଇଛି। ଆଜି ଚିହ୍ନଟ ହୋଇଥିବା ନୂଆ ୫୪, ୭୩୬ଜଣ କରୋନା ଆକ୍ରାନ୍ତଙ୍କୁ […]
ନୂଆଦିଲ୍ଲୀ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଫ୍ୟାଶନ୍ ଡିଜାଇନର୍। ଶୁକ୍ରବାର ରାତିରେ ଦକ୍ଷିଣ ଦିଲ୍ଲୀ ଲାଜ୍ପତ୍ ନଗରର ଅମର କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରରେ ଏକ BMW କାର୍ ଚଢ଼ି ଯିବା ଫଳରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା କାର୍ରେ ଜଣେ ୨୯ ବର୍ଷୀୟ ଫ୍ୟାଶନ୍ ଡିଜାଇନର୍ ଥିଲେ। ଦୁର୍ଘଟଣା ପରେ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ପାଖରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ତାର ସୈନ୍ୟ ମୁତୟନକୁ ଆହୁରି ବୃଦ୍ଧି କରିଛି। ଏଲ୍ଏସି ପାଖରେ ଅଧିକ ଗୋଟିଏ ବାଟାଲିଅନ ପିଏଲ୍ଏ ଯବାନ ମୁତୟନ ହୋଇଛନ୍ତି। ଲଦାଖ ବାହାରେ ଏଲ୍ଏସି ପାଖରେ ଗତ ସପ୍ତାହ ମଧ୍ୟରେ ଚୀନ୍ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଥିବା ସୂତ୍ରରୁ ଜଣାପଡ଼ିଛି। ମେ ମାସରେ ଲଦାଖରେ ଚୀନ୍ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରେ ଜୁନ୍ ୧୫ରେ ଉଗ୍ରରୂପ ଧାରଣ କରିଥିଲା। […]
ଲକ୍ଷ୍ନୌ: କରୋନାରେ ଉତ୍ତର ପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ପରଲୋକ ହୋଇଛି। କମଳା ଜୁଲାଇ ୧୮ରୁ ସଂକ୍ରମିତ ହୋଇ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। କମଳାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏହି ଘଟଣାରେ ପରେ ଆଜି ସେ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି। ଅଗଷ୍ଟ […]
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ଲାଗି ଆମକୁ ପରସ୍ପରଠାରୁ ଶିଖିବାକୁ ପଡିବ । ପରସ୍ପରକୁ ସହାୟତା କରିବାକୁ ପଡିବ । କରୋନା ମୁକାବିଲା ନେଇ କୋଓ୍ୱିନ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ…
ମୁମ୍ବାଇ(ସୁରେଶ ଦାଶ): ୨୦୧୯ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ହେଲେ ଗତ କିଛି ମାସ ମଧ୍ୟରେ ୧୫ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିଲା। ଏହି ଟଙ୍କାକୁ ରିୟା ଉଠାଇଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ବ୍ୟାଙ୍କ୍ ବିବରଣୀ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ରିୟା ସୁଶାନ୍ତଙ୍କ ଟଙ୍କାକୁ କେବଳ ନିଜ ପାଇଁ ନୁହେଁ ବରଂ ତାଙ୍କ ଭାଇଙ୍କ ପାଇଁ ମଧ୍ୟ ଖର୍ଚ୍ଚ କରିଥିଲେ। ଫ୍ଲାଇଟ୍ […]
ନୂଆଦିଲ୍ଲୀ: ଆସନ୍ତାକାଲି ଲଞ୍ଚ୍ ହେବାକୁ ଯାଉଛି ଗୁଗଲ୍ର ଦମ୍ଦାର ସ୍ମାର୍ଟଫୋନ୍ Pixel 4a ମୋବାଇଲ୍। ଏ ନେଇ କମ୍ପାନୀ ପୂର୍ବରୁ ଟିଜର୍ ଜାରି କରି ସୂଚନା ଦେଇ ସାରିଛି। ଏହି ସ୍ମାର୍ଟଫୋନ୍ର ଅନ୍ୟ ଏକ ଭ୍ୟାରିଏଣ୍ଟ ଗତବର୍ଷ ସୁଲଭ ମୂଲ୍ୟରେ ଲଞ୍ଚ ହୋଇସାରିଥିବା ବେଳେ ଏବେ ଏହାର ଆଉ ଏକ ଭ୍ୟାରିଏଣ୍ଟ ଲଞ୍ଚ ହେବାକୁ ଯାଉଛି। Pixel 4a ସ୍ମାର୍ଟଫୋନ୍ ଲଞ୍ଚ ହେବା ପୂର୍ବରୁ ଟେକ୍ ଏକ୍ସପର୍ଟମାନେ ବିଭିନ୍ନ ଲିକ୍ ଦେଇ ସାରିଛନ୍ତି। ଫୋନ୍ରେ କ’ଣ ସବୁ […]
ନୂଆଦିଲ୍ଲୀ: ଗୋଗ୍ରା ଓ ପାଙ୍ଗୋଙ୍ଗ ଟିଏସ୍ଓ ଅଞ୍ଚଳରେ ସେନା ପ୍ରତ୍ୟାହାର ପାଇଁ ଆଜି ଭାରତ ଓ ଚାଇନା ମଧ୍ୟରେ ପଞ୍ଚମ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ହେବ। ଏହି ଦୁଇ ଅଞ୍ଚଳରେ ଏପର୍ଯ୍ୟନ୍ତ ଦୁଇ ଦେଶ ସେନା ପ୍ରତ୍ୟାହାର କରିନାହାଁନ୍ତି। ଏଥିପାଇଁ ଚାଇନା ତରଫରୁ ମୋଲଡୋରେ ଏହି ବୈଠକର ଆୟୋଜନ ହୋଇଛି। ପାଙ୍ଗୋଙ୍ଗ୍ ହ୍ରଦରେ ସୈନ୍ୟ ପ୍ରତ୍ୟାହାର ଘଟଣା ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ରହିବ ବୋଲି ସୂଚନା ରହିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ଅଞ୍ଚଳରେ […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ୩ ଦିନ ତଳେ ସାନ୍ତାକ୍ରୁଜ୍ ସ୍ଥିତ ଘରୁ ପରିବାର ସହ ଅନ୍ୟ ଏକ ସ୍ଥାନକୁ ସିଫ୍ଟ କରିଥିବା ଜଣାପଡ଼ିଛି। ରିୟା ଏବେ ତାଙ୍କ ପରିବାର ସହ ମୁମ୍ବାଇ ସ୍ଥିତ ଜଣେ ସେଲେବ୍ରିଟିଙ୍କ ଘରେ ଥିବା କୁହାଯାଉଛି। ସୁଶାନ୍ତ ସିଂ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ବିହାର ପୋଲିସ୍ର ଏକ ସ୍ପେଶାଲ୍ ଟିମ୍ ରିୟାଙ୍କ ବର୍ତ୍ତମାନ ଠିକଣା ସମ୍ପର୍କରେ ଟ୍ରାକ୍ କରି ଏହା […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେପ୍ଟେମ୍ବର ୨୦୧୯ ଯାଏ ସୁଶାନ୍ତ କୌଣସି ବି ରୋଗ ପାଇଁ ଔଷଧ ନେଉନଥିଲେ। ବିହାର ପୋଲିସ୍କୁ ଏପରି କିଛି ବୟାନ ରଖିଛନ୍ତି ସୁଶାନ୍ତଙ୍କ ପୂର୍ବତନ ରୋଷେୟା ଅଶୋକ କୁମାର ଖାସୁ। ସୁଶାନ୍ତ ଅନ୍ୟଙ୍କ ପାଇଁ ଉଦାହରଣ ଥିଲେ। ଅବସାଦରେ ରହୁଥିବା ଲୋକଙ୍କ ସାହସ ବଢ଼ାଉଥିଲେ। ଏପରି ବ୍ୟକ୍ତି ଆତ୍ମହତ୍ୟା କରିବ ଏହା ବିଶ୍ୱାସ ବି କରିହେଉନି ବୋଲି କହିଛନ୍ତି ଅଶୋକ। ସେ ଆହୁରି ମଧ୍ୟ କହିଛନ୍ତି ଯେ […]
ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଗୁରବାର ସନ୍ଧ୍ୟାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭାର୍ତ୍ତି ହୋଇଥିଲେ ସୋନିଆ। ଆଜି ତାଙ୍କୁ ଦିନ ଗୋଟାଏ ବେଳେ ଡିସ୍ଚାର୍ଜ କରାଯାଇଥିବା ହସ୍ପିଟାଲ୍ର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଗୁରବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ଅଧ୍ୟକ୍ଷ ଡା.ଡିଏସ ରାଣା କହିଥିଲେ। ସେ ନିୟମିତ ଟେଷ୍ଟ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିଲେ ବୋଲି […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଖୋଦ୍ ଅମିତ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଲକ୍ଷଣ ଦେଖା ଯିବା ପରେ ଶାହ ନିଜର ଟେଷ୍ଟ କରାଇଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟ୍ୱିଟ୍ରେ ସୂଚନା ଦେଇଛନ୍ତି। कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है परन्तु डॉक्टर्स की […]