• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ମହିଳାଙ୍କୁ ପିଟି ଘୁଷୁରୀ ବିଷ୍ଠା ଖୁଆଇଲେ ଗୁଣିଆ

ମାଲକାନଗିରି: ଅନ୍ଧବିଶ୍ୱାସର କୁପରିଣତି। ଗୁଣି ଗାରେଡ଼ି ସନ୍ଦେହରେ ବିବାହିତ ମହିଳାଙ୍କୁ ମାଡ଼ ମରାଯିବା ସହ ଖୁଆଇଲେ ଘୁଷୁରୀ ବିଷ୍ଠା। ମାଲକାନଗିରି ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଗତ ସପ୍ତାହେ ତଳେ ମାଲକାନଗିରି ଜିଲ୍ଲା ଏମଭି-୬ ଗାଁର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତାଙ୍କୁ ଭୂତ ଲାଗିଛି ବୋଲି ପରିବାର ଲୋକେ ସନ୍ଦେହ କରିଥିଲେ। ତେଣୁ ପରିବାର ଲୋକେ ଭୂତ ଛଡ଼ାଇବା ପାଇଁ ଜଣେ ଗୁଣିଆଙ୍କୁ ଡାକିଥିଲେ। ଭୂତ ଛଡ଼ାଇବା ପାଇଁ ଗୁଣିଆ ଜଣକ […]

  • Tuesday, 06 July 2021
odisha
ସୁସ୍ଥ ହୋଇ ଫେରିଲେ ୩୪ କରୋନା ଯୋଦ୍ଧା

ସୁନ୍ଦରଗଡ଼: ସୁସ୍ଥ ହୋଇ କୋଭିଡ୍‌ ହସ୍ପିଟାଲ୍‌ରୁ ୩୪ ଜଣ କରୋନା ଯୋଦ୍ଧା ପୋଲିସ୍‌ କର୍ମୀଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ହସ୍ପିଟାଲ୍‌ର ଷ୍ଟାଫ୍‌ମାନେ ସେମାନଙ୍କୁ ‌ଗୋଲାପ ଫୁଲ ଦେଇ ଉତ୍ସାହିତ କରିବା ସହ ସମ୍ମାନିତ କରିଥିଲେ। ଏହି ସମୟରେ ସୁନ୍ଦରଗଡ଼ ଉପ-ଜିଲ୍ଲାପାଳ, ବିଡିଓ ଏବଂ ସୁନ୍ଦରଗଡ଼ ଡିପିଏଚ୍‌ଓ ଉପସ୍ଥିତ ଥିଲେ। 34 COVID warriors from police fraternity have recovered and […]

  • Tuesday, 06 July 2021
turtle
ଏମିତି କଇଁଛ କେବେ ଦେଖିଛନ୍ତି କି ?

ବାଲେଶ୍ୱର: ଆପଣମାନେ କେବେ ଏମିତି କଇଁଛ ଦେଖିଛନ୍ତି, ଯାହାର ରଙ୍ଗ ହଳଦିଆ। ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ କଇଁଛକୁ ନେଇ ବେଶ୍‌ ଚର୍ଚ୍ଚା। ଏହି ବିରଳ ପ୍ରଜାତିର କଇଁଛ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇଛି। ଯାହାର ରଙ୍ଗ ହଳଦିଆ। IFS ଅଫିସର ସୁଶାନ୍ତ ନନ୍ଦ ଏହି କଇଁଛର ଭିଡିଓକୁ ଟ୍ୱିଟରରେ ଶେଆର୍ କରିଛନ୍ତି। କଇଁଛଟି ପାଣିରେ ପହଁରୁଥିବା ଦେଖିବାକୁ ମିଳିଛି।  କଇଁଛର ପୂରା ଶରୀର ହଳଦିଆ ରଙ୍ଗ ଓ ଏହା ଏକ ବିରଳ […]

  • Tuesday, 06 July 2021
corona
ଓଡ଼ିଶାରେ ଦିନକରେ ଚିହ୍ନଟ ହେଲେ ୬୭୩ ନୂଆ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ୬୭୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୨୭ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ […]

ଓଡ଼ିଶାରେ କରୋନା ନେଲା ଆଉ ୬ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗଜପତି ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି।   ଅନ୍ୟପକ୍ଷରେ, ଓଡ଼ିଶାରେ ୬୭୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ […]

srimandira
ଆଜି ସ୍ୱର୍ଣ୍ଣଚିତା ଲାଗି ହେବେ ଶ୍ରୀଜୀଉ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଚିତାଲାଗି । ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଚିତା ଲାଗି ଅନୁଷ୍ଠିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣଚିତା ଲାଗି ହୋଇଥାଏ । ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ। ତାକୁ ପୁଣି ଥରେ ଲାଗି କରାଯାଏ॥ ଚିତାଲାଗି ଅମାବାସ୍ୟାରେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଜ ଘରକୁ ବିଜେ କରିଥାନ୍ତି। ଏହା ପରେ ଶ୍ରୀଜିଉଙ୍କ  […]

  • Tuesday, 06 July 2021